1.68 କୋଟି  ବିଦ୍ୟତ୍  ଶୁକ୍ଳ ବକେୟା ରଖିଥିବାରୁ   ବିଏସପି  ମୁଖ୍ୟ ମାୟାବତୀ ଙ୍କ ଲାଇନ କାଟିଦେଲେ  ବିଦ୍ୟତ୍  ବିଭାଗ

ଲାଲବାହାଦୁର ଶାସ୍ତ୍ରୀ ମାର୍ଗ ରେ ବିଏସପି  ମୁଖ୍ୟ ମାୟାବତୀ ଙ୍କ ଥିବା ଗେଷ୍ଟ ହାଉସ ର 1.68 କୋଟି  ବିଦ୍ୟତ୍  ଶୁକ୍ଳ ବକେୟା ରହିଥିଲା ,   ଯାହାକି ବିଦ୍ୟୁତ ସଂଯୋଗ ଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଦିଆଯାଉନଥିଲା I 

 Lucknow Electricity Supply Administration (LESA ) ବିଦ୍ୟତ୍  ବିଭାଗ ପକ୍ଷରୁ ବାରମ୍ବାର କହିବା ସତ୍ୱେ  ଗେଷ୍ଟ ହାଉସ  ତରଫରୁ ଦାଖଲ ନକରିବାରୁ   ବିଦ୍ୟୁତ ବିଛିର୍ଣ୍ଣ କରିବାକୁ   ବିଦ୍ୟୁତ ବିଭାଗ ନୋଟିସ ଜାରିକରିଥିଲା , କିନ୍ତୁ ଏହାକୁ ଗେଷ୍ଟ ହାଉସ କର୍ଣପାତ କରିନଥିଲା ଫଳରେ ବାଧ୍ୟ ହେଇ ମାୟାବତୀ ଙ୍କ ଗେଷ୍ଟ ହାଉସ ରୁ  ମାର୍ଚ୍ଚ 23 ତାରିଖରେ  ବିଦ୍ୟୁତ ବିଛିର୍ଣ୍ଣ କରିଦେଇଥିଲେ  ବିଦ୍ୟୁତ ବିଭାଗ I  ବିଦ୍ୟୁତ ବିଛିର୍ଣ୍ଣ  ପରେ ଗେଷ୍ଟ ହାଉସ ତରଫରୁ ସମସ୍ତ ବକେୟା ଦାଖଲ ପରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା  I  ଯୋଗୀ ସରକାର ଙ୍କ ବିଦ୍ୟୁତ ଖିଲାପ କାରି ଙ୍କ  ପ୍ରତି ଏପରି କଠୋର କାର୍ଯ୍ୟାନୁଷ୍ଠାନ ସବୁ ମହଲ ରେ ପ୍ରଶଂଶା କରାଯାଇଛି I

Leave a Reply

Your email address will not be published. Required fields are marked *