ସ୍କୁଲ ଯିବା ବେଳେ ଯମ ଦାଉ ସାଧିଲା , ୨୬ ପିଲା ଚାଲିଗଲେ ଏକା ସାଙ୍ଗରେ

କୁହାଯାଏ ମୃତ୍ୟୁ କେତେବେଳେ କେମିତି  ଆସେ କହିହୁଏନି I  ହିମାଚଳ ପ୍ରଦେଶରେ ଘଟିଛି ଏକ ହୃଦୟ ବିଦାରକ  ଘଟଣା I ଏକ   ବସ ଦୁର୍ଘଟଣା ରୁ 26 ଜଣ କୁନି କୁନି ଛୋଟପିଲା ଙ୍କ ଅକାଳ ବିୟୋଗ ହେଇଯାଇଛି 

I   ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଟି ଶହେ ଫୁଟ୍‌ ଗଭୀର ଖାତକୁ  ଖସି ପଡିଥିଲା I ଫଳରେ ଘଟଣା ସ୍ଥଳରେ ୨୬ ସ୍କୁଲ ଛାତ୍ର ଙ୍କର ମୃତ୍ୟୁ ହେଇଥିବା ବେଳେ  ୨ ଜଣ ଶିକ୍ଷକ ଓ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହେଇଚି I , ଉଦ୍ଧାର କାର୍ଯ୍ୟ ଜାରି, ରହିଛି I 13 ଜଣ ଛାତ୍ର ଛାତ୍ରୀ ଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I  ଦୁର୍ଘଟଣା ବେଳେ ବସ୍‌ରେ ୩୫ ଛାତ୍ରଛାତ୍ରୀ  ଙ୍କ ସହିତ  4 ଜଣ ଶିକ୍ଷକ ଏବଂ ଅନ୍ୟ ଦୁଇଜଣ ଥିଲେ I 
ଦୁର୍ଘଟଣାରେ  ମୃତ୍ୟୁ ଘଟିଥିବା  ପିଲାମାନଙ୍କୁ ସରକାର  ୫ ଲକ୍ଷ  ଟଙ୍କା ଲେଖାଏଁ  କ୍ଷତି ପୂରଣ  ଦେବାକୁ  ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *