କଂଗ୍ରେସ ନେତା ଙ୍କ ଖାଇସାରିବା ପରେ ଅନଶନ ପାଳନ: ଫଟୋ ଭାଇରାଲ୍ କଲା ବିଜେପି

ଦେଶରେ ଦଳିତ ଙ୍କ ଉପରେ ଅତ୍ୟାଚାର ହେଉଛି କହି ରାହୁଲ ଗାନ୍ଧୀ ଙ୍କ ଅଧକ୍ଷ ରେ ସୋମବାର ରାଜଘାଟ ରେ ଉପବାସ ରେ ବସିଥିଲେ।

କିନ୍ତୁ ବିଜେପି ର ବରିଷ୍ଠ ନେତା ମଦନ ଲାଲ୍ ଖୁରାନା ଙ୍କ ପୁଅ ହରିଶ୍ ଖୁରାନା କଂଗ୍ରେସ ନେତା ମାନଙ୍କର ଅନଶନ ବସିବା ପୂର୍ବ ର ଭୋଜନ ଦୃଶ୍ୟ ଭାଇରାଲ କରିବା ସହ କଂଗ୍ରେସ ର ନୀଚ ରାଜନୀତି କୁ ଦେଖାଇଛନ୍ତି।

ତେବେ ଏ ଦୃଶ୍ୟ କୁ ନେଇ ବର୍ତ୍ତମାନ ସୁଦ୍ଧା ମଧ୍ୟ ବିବାଦ ଲାଗିରହିଛି ।

Leave a Reply

Your email address will not be published. Required fields are marked *