ବାବୁଶାନ ଙ୍କ ସହିତ କାହିଁକି ଅଭିନୟ କରୁନାହାନ୍ତି  ବର୍ଷା

କୃଷ୍ଣ ସୁଦାମା ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଓଲିୟୁଡ଼  କୁଇନ ବର୍ଷା ଙ୍କର ଫିଲ୍ମ ଦେଖିବାକୁ ଦର୍ଶକ  କେଉଁ ପରିମାଣରେ  ପାଗଳ  ତାହା ନକହିବା ଭଲ I  ଓଡ଼ିଶାର ପ୍ରାୟତ ସବୁ  ନାମୀ ଦାମୀ ହିରୋ   ଅନୁଭବ ,ସବ୍ୟସାଚୀ , ଅରିନ୍ଦମ,ସିର୍ଦ୍ଧାନ୍ତ , ବୁଦ୍ଧାଦିତ୍ୟ ,ପୁପିନ୍ଦର   ଙ୍କ ସହିତ ବର୍ଷା  ଜବରଦସ୍ତ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ I ତେବେ ବାବୁଶାନ ଙ୍କ ସହିତ ବର୍ଷା ଙ୍କର ଯୋଡି ଦେଖିବାକୁ ଦର୍ଶକ ଚାତକ ହେଇ ଚାହିଁ ରହିଛନ୍ତି I ଅନେକ ଦର୍ଶକ ଙ୍କ ମନରେ ପ୍ରଶ୍ନ କାହିଁକି ବର୍ଷା ଅଭିନୟ କରୁନାହାନ୍ତି ବାବୁଶାନ ଙ୍କ ସହିତ ? ଏନେଇ ବର୍ଷା କହିଛନ୍ତି ଯେ ବାବୁଶାନ ବହୁତ ଭଲ ମଣିଷ ଏବଂ ଅଭିନେତା ଅଟନ୍ତି I ତାଙ୍କ ସହିତ କାମ କରିବାକୁ ବର୍ଷା ଇଛୁକ କିନ୍ତୁ  ବର୍ଷା ଏବଂ ବାବୁଶାନ ଙ୍କୁ ମନ ଲାଖି ସ୍କ୍ରିପ୍ଟ ଏଯାଏଁ ମିଳିନି ,ଯଦି ଭବିଷ୍ୟତ ରେ ସେମିତି ସୁଯୋଗ ଆସେ ବର୍ଷା ନିର୍ଚିନ୍ତ ଭାବରେ ବାବୁଶାନ ଙ୍କ ସହିତ ଅଭିନୟ କରିବେ I

Leave a Reply

Your email address will not be published. Required fields are marked *