ଭାଇରଲ  ହେଲା ରଜ କ୍ୱିନ୍‌ଙ୍କ ଅଶ୍ଳୀଳ ଭିଡିଓ

ଏକ ରିଆଲିଟି ସୋରେ ରଜ  ‘କ୍ୱିନ୍‌’ ମୁକୁଟ ହାତେଇ ରାତାରାତି ପାଲଟିଯାଇଥିଲେ ଓଡିଶା ବାସୀଙ୍କର ପ୍ରିୟ ସେଲିବ୍ରିଟି I ହଠାତ କିନ୍ତୁ  ମୋବାଇଲରୁ ମୋବାଇଲକୁ  ଘୁରିବୁଲିଲା    ୧ ମିନିଟ୍‌ ୭ ସେକେଣ୍ଡର ରଜ ରାଣୀଙ୍କର ଗୋପନ ଭିଡିଓ I ରାଣୀଙ୍କର ଅନ୍ତରଙ୍ଗ  ଭିଡିଓ ଦେଖିବାକୁ ସତେ ଯେପରି ତାଙ୍କ ଦର୍ଶକ ମାନେ ପାଗଳ ହୋଇଉଠିଲେ ଆଉ ନିମିଷକ ଭିତରେ ଭିଡିଓ ହେଇଗଲା ଭାଇରଲ I ତେବେ ଏ ଭିଡିଓ କିଏ ଏବଂ କେତେବେଳେ ଅପ୍ଲୋଡ କଲା ତାହା ଜଣାପଡିନାହିଁ I  ଏନେଇ  ପୋଲିସ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି I

Leave a Reply

Your email address will not be published. Required fields are marked *