ଯାଜପୁର ରେ ପୁଣି ମାତିଲେ ବାବା :  ବାବା ଙ୍କ ବିରୁଧରେ ଅଭିଯୋଗ କରିବାରୁ ରଶ୍ମିତା ଙ୍କୁ ନିର୍ଧୁମ ଛେଚିଲେ ଥାନା IIC

ମିଳିଥିବା ଖବର ଅନୁଯାଇ  ରଶ୍ମିତା ଘଡେଇ ପାରିବାରିକ ଅଶାନ୍ତି କୁ ନେଇ ଯାଜପୁର  ର ସଂସା ବାବା ଙ୍କୁ ଦେଖା କରିବାକୁ ଯାଇଥିଲେ I କିନ୍ତୁ ସେଠାରେ ଥିବା  ସଂସା ବାବାଙ୍କ ଗୁମାସ୍ତା ଚନ୍ଦନା ପଣ୍ଡା, ପ୍ରମୋଦ ପଣ୍ଡା ଏବଂ କାଳିଆ ରଶ୍ମିତା କୁ  ଅସଦାଚରଣ  କରିଥିଲେ  । ଏନେଇ ରଶ୍ମିତା ମହିଳା ଥାନାରେ ଅଭିଯୋଗ କରିବାରୁ , ଥାନା IIC ରଶ୍ମିତା ଙ୍କୁ ନିର୍ଧୁମ ବାଡେଇଥିଲେ I ଡିଜି ଙ୍କୁ ଦେଖା ହେଇ ରଶ୍ମିତା  ନ୍ୟାୟ ପାଇଁ ଗୁହାରି  କରିଛନ୍ତି  ।

Leave a Reply

Your email address will not be published. Required fields are marked *