ସାତ ବର୍ଷ ନାବାଳିକାର  ଦୁଷ୍କର୍ମ କାରିକୁ ଲୋକେ ପଥର ମାରି ଜୀବନରୁ ମାରିଦେଲେ

ଜଣେ   ସାତ ବର୍ଷର   ନାବାଳିକାକୁ ଦୁଷ୍କର୍ମ କରିବା ମହଙ୍ଗା ପଡିଛି ଅଭିଯୁକ୍ତ କୁ I  ଯୁବକ ର ନାମ ସୟାନ୍ନା   

 ଏବଂ ଘର ତେଲେଙ୍ଗାନା ନିଜାମାବାଦ ଜିଲ୍ଲାର ଦୋଙ୍କେଶ୍ୱର ଗାଁରେ I  ଅଭିଯୁକ୍ତ ଯୁବକ ଜଣକ ପଡୋଶୀ ଙ୍କ ଛୋଟ ଝିଅକୁ ଘରକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲା । ଝିଅଟିର ପ୍ରବଳମାତ୍ରାରେ ରକ୍ତସ୍ରାବ  ହେବାରୁ  ଜୋରରେ ଚିତ୍କାର କରିଥିଲା , ଫଳରେ ପାଖ ପଡୋଶୀ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ଦେଇଥିଲେ I  

   ଏଭଳି କାଣ୍ଡ ପାଇଁ  ପ୍ରଜାକୋର୍ଟରେ  ଅଭିଯୁକ୍ତ କୁ ହାଜର  କରାଯାଇଥିଲା ଦଣ୍ଡବିଧାନ ପାଇଁ  I ଅଭିଯୁକ୍ତ କୁ ପ୍ରଜାକୋର୍ଟ ଦଣ୍ଡ ଦେବା ପୂର୍ବରୁ ଉପସ୍ଥିତ ଥିବା ଲୋକମାନେ କ୍ରୋଧିତ ହେଇ ମାଡମାରିବା ସହ ପଥର ମାଡ କରିଥିଲେ I ଫଳରେ ଅଭିଯୁକ୍ତ  କ୍ଷତ ବୀକ୍ଷତ ହୋଇ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିଲେ I ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି

Leave a Reply

Your email address will not be published. Required fields are marked *