ସୁସ୍ଥ ହେଇ ଦିଲ୍ଲୀ ଏମ୍ସରେ  ଜଗା, କାଳିଆ ପାଳିଲେ ଜନ୍ମଦିନ

ବହୁ ଚର୍ଚିତ ଜଗା, କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଇ ଆଜି ଦିଲ୍ଲୀ ଏମ୍ସରେ ଜନ୍ମଦିନ ପାଳନ କରିଛନ୍ତି I । ଯାଆଁଳା ଭାଇ ଜଗା, କାଳିଆଙ୍କୁ ଆଜି ୩ ବର୍ଷ  ପୂରିଲା ।  ଜଗା, କାଳିଆ ଙ୍କ ସଫଳ ଅପରେସନ କୁ ନେଇ ଡାକ୍ତର ମାନେ ଅତ୍ୟନ୍ତ ଖୁଶି ଥିଲେ ଯେହେତୁ ଏହା ଉପରେ  ସମସ୍ତଙ୍କର  ନଜର ଥିଲା I ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର  ପାଇଁ ଦୁଇ ଭାଇ ଅଲଗା ଭାବରେ ଏକାଠି  ଜନ୍ମଦିନ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *