Home ତାଜା ଖବର ବଜେଟ୍‌ ଅଧିବେଶନ  ଠିକ ସେ  ନ ଚାଲିବାରୁ ଉପବାସ କରିବେ ମୋଦି

ବଜେଟ୍‌ ଅଧିବେଶନ  ଠିକ ସେ  ନ ଚାଲିବାରୁ ଉପବାସ କରିବେ ମୋଦି

ବିରୋଧୀ ଙ୍କ ହଟଗୋଳ ହୋହାଲ୍ଲା  ଯୋଗୁଁ ବଜେଟ୍‌ ଅଧିବେଶନ ଠିକ ସେ  ନ ଚାଲିବାରୁ , ଦେଶର ବହୁ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇପାରୁନାହିଁ I ଫଳରେ ଦେଶର ପ୍ରଗତି ରେ ବାଧା ସୃଷ୍ଟି ହେଉଛି I ବଜେଟ୍‌ ଅଧିବେଶନ ଠିକ ସେ  ନ ଚାଲିବାରୁ ଉପବାସରେ ରହିବେ ମୋଦି, ୧୨ ଏପ୍ରିଲରେ ନିଜର ଦୈନନ୍ଦିକ କାର୍ଯ୍ୟ ସହ କରିବେ ଉପବାସ,  ଅନ୍ୟପଟେ କର୍ଣ୍ଣାଟକର ହୁବଳିରେ ପ୍ରତୀକ ଧାରଣାରେ ବସିବେ ଅମିତ ଶାହ I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...