ବଜେଟ୍‌ ଅଧିବେଶନ  ଠିକ ସେ  ନ ଚାଲିବାରୁ ଉପବାସ କରିବେ ମୋଦି

ବିରୋଧୀ ଙ୍କ ହଟଗୋଳ ହୋହାଲ୍ଲା  ଯୋଗୁଁ ବଜେଟ୍‌ ଅଧିବେଶନ ଠିକ ସେ  ନ ଚାଲିବାରୁ , ଦେଶର ବହୁ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇପାରୁନାହିଁ I ଫଳରେ ଦେଶର ପ୍ରଗତି ରେ ବାଧା ସୃଷ୍ଟି ହେଉଛି I ବଜେଟ୍‌ ଅଧିବେଶନ ଠିକ ସେ  ନ ଚାଲିବାରୁ ଉପବାସରେ ରହିବେ ମୋଦି, ୧୨ ଏପ୍ରିଲରେ ନିଜର ଦୈନନ୍ଦିକ କାର୍ଯ୍ୟ ସହ କରିବେ ଉପବାସ,  ଅନ୍ୟପଟେ କର୍ଣ୍ଣାଟକର ହୁବଳିରେ ପ୍ରତୀକ ଧାରଣାରେ ବସିବେ ଅମିତ ଶାହ I

Leave a Reply

Your email address will not be published. Required fields are marked *