କଲେଜ ଛାତ୍ରୀଙ୍କୁ  ଜୋରଜବରଦସ୍ତ  କିସ୍ କରି ଫୋଟ ଉଠାଇ ଭାଇରାଲ କରି ଗିରଫ ହେଲେ  ଅଟୋ ଚାଳକ

କଲେଜ ଛାତ୍ରୀଙ୍କୁ  ଜଣେ ଅଟୋ ଚାଳକ   ଜୋର ଜବରଦସ୍ତ କିସ୍ କରି ଫୋଟ ଉଠାଇ ଭାଇରାଲ  କରିବା ମହଂଗା ପଡିଛି , ଅଭିଯୁକ୍ତ  ଯୁବକ କୁ ପୋଲିସ  ଗିରଫ କରିଛି  | ଗିରଫ ଯୁବକ ଙ୍କ ନାମ  ହୃଷିକେଶ ବିଶ୍ୱାଳ |ଘଟଣା ଟି  ଦେବଗଡ଼ ରିଆମାଳ ଥାନା କୁମାର ଗାଁର | ଖବର ରୁ ଜଣାପଡିଛି ପଲସମା କଲେଜର ଜଣେ ଛାତ୍ରୀ ହୃଷିକେଶଙ୍କ ଅଟୋରେ  ବେଳେବେଳେ ସମୟରେ  ଯାଆନ୍ତି I   କିଛି ଦିନ  ତଳେ  ଛାତ୍ରୀ ଜଣକ ସପରିବାର ହୃଷିକେଶଙ୍କ ଅଟୋରେ  ଶିବ   ମନ୍ଦିର  ଦର୍ଶନ କରିବାକୁ ଯାଇଥିଲେ  | ଛାତ୍ରୀ ଙ୍କ କହିବାନୁଯାୟୀ ଅଟୋ ଚାଳକ ତାଙ୍କ ସହିତ କିଛି ଫୋଟ ଉଠାଇଥିଲେ , ଏବଂ ପରେ  ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ  କରିଥିଲେ  |

Leave a Reply

Your email address will not be published. Required fields are marked *