ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି: ନବୀନ ପଟ୍ଟନାୟକ

ଆସନ୍ତା ଗାନ୍ଧୀ ଜୟନ୍ତୀ ସୁଦ୍ଧା ଓଡ଼ିଶା ର ପ୍ରତି କୋଣ ଅନୁକୋଣ ରେ ଥିବା ଘରକୁ ବିଜୁଳି ପହଞ୍ଚାଇବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କାମ କିପରି ଭାବେ ଠିକ୍ ଭାବେ ହେବା ସେଥି ପାଇଁ ପ୍ରତି ଜିଲ୍ଲା କୁ ମାସିକିଆ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି।

ଏହି କାମ କେତେ ପ୍ରଗତି କରୁଚି ସେ ସଂପର୍କ ରେ ସର୍ବଦା ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *