ସ୍ୱାମୀ ଙ୍କ ଚାରିଦିନର ସ୍ମୃତି କୁ ନେଇ ସାରା ଜୀବନ କାଟିବେ ରିମା :ସମ୍ପୂର୍ଣ୍ଣ ସୁସ୍ଥ ହେଇ  ଆଜି ଫେରୁଛନ୍ତି ଘରକୁ

ସମ୍ପୂର୍ଣ୍ଣ ସୁସ୍ଥ ହେଇଛନ୍ତି  ରୀମା, ଆଜି ମେଡିକାଲ ରୁ ଡିସଚାର୍ଜ ହେଇ ଘରକୁ ଯିବେ  । ପାର୍ସଲ ଗିଫ୍ଟ ବୋମା ବିସ୍ଫୋରଣରେ ତାଙ୍କ ସଂସାର  ଭାଙ୍ଗିଗଲା, ଚାରିଦିନରେ ପତି ଙ୍କୁ ହରାଇ  ସାଜିଲେ ବିଧବା I  ଏପର୍ଯ୍ୟନ୍ତ ଦୋଷୀକୁ ଧରାଯାଇନି , କେବେ ଧରା ଯିବ ତାହା ମଧ୍ୟ ଜଣାପଡ଼ୁନି କିନ୍ତୁ ଧର୍ଯ୍ୟ ହରାଇନାହାନ୍ତି ରିମା I   


ପୁଣି ଥରେ ବିବାହ କରିବେ କି ପ୍ରଶ୍ନ ରେ କାନ୍ଦି ଥିଲେ ରିମା , ସ୍ୱାମୀ ଙ୍କୁ ସିନା ହରେଇଦେଲେ ଚାରିଦିନ ର ସ୍ମୃତି କୁ ସାଉଁଟି ସାରା ଜୀବନ ବଂଚିବାକୁ ଚେଷ୍ଟା କରିବେ  , ଶାଶୁ ଘରେ ସବୁଦିନ ପାଇଁ ରହିବେ ବୋଲି  କୋହ ଭରା କଣ୍ଠରେ କହିଥିଲେ  ରିମା  ।

Leave a Reply

Your email address will not be published. Required fields are marked *