ଘରୋଇ ଉପାୟରେ କେମିତି ଜାଣିବେ ଗର୍ଭସ୍ଥ ସନ୍ତାନ ପୁଅ ନା ଝିଅ ?

ଆଇନ ତଃ ପୁଅ କିମ୍ବା ଝିଅ ଚେକ କରିବା ନିଷିଦ୍ଧ , କିନ୍ତୁ ଆମେ ଘରୋଇ ଉପାୟରେ ଜାଣିପାରିବା ଗର୍ଭସ୍ଥ ସନ୍ତାନ ଟି  ପୁଅ କିମ୍ବା ଝିଅ I କିନ୍ତୁ ମନେ ରଖନ୍ତୁ ପୁଅ ହେଉ କିମ୍ବା ଝିଅ ଦୁହେଁ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ I ତେବେ ପରିବାର ଲୋକେ ଅତ୍ୟନ୍ତ ଭାବବିହ୍ୱଳ ହେଇ ଅପେକ୍ଷା କରିଥାନ୍ତି ପୁଅ ହେବ ନା ଝିଅ I


 ପୁଅ ହେବାର ଲକ୍ଷଣ :-

1) ଯଦି  ବାରମ୍ବାର ବାନ୍ତି ଲାଗୁଥାଏ ତେବେ ଧରିନିଅନ୍ତୁ ଯେ ଗର୍ଭସ୍ଥ ଶିଶୁଟି ପୁଅ ହେବାର ସମ୍ଭାବନା  ଅଧିକ I 

2)ଗର୍ଭାବସ୍ଥାରେ  ଯଦି ପେଟ ଛୋଟ ଦେଖାଯାଏ ତେବେ ଗର୍ଭସ୍ଥ ଶିଶୁଟି ପୁଅ ହେବାର ସମ୍ଭାବନା  I 

3) ଯଦି ମା ର ଓଜନ ବଢିଥାଏ ତେବେ ପୁତ୍ର ସନ୍ତାନ ହୁଏ , କାହିଁକିନା ଶରୀରରେ ଚର୍ବି ଅଂଶ ଅଧିକ ହେଇଥାଏ I 

4)  ଅଧିକାଂଶ ସମୟରେ   ଖଟା ଖାଇବାକୁ ଇଛା ହେଲେ ପୁଅ ହେଇଥାଏ 

5)  ଡାହାଣ ସ୍ତନ ବାମ ସ୍ତନ ଠାରୁ ବଡ ହେଲେ ପୁଅ ହେଇଥାଏ 
ଝିଅ  ହେବାର ଲକ୍ଷଣ :-

1)  ଗର୍ଭସ୍ଥ ସମୟରେ  ବାନ୍ତି  କମ ଲାଗିବା 

2)ଗର୍ଭାବସ୍ଥାରେ  ଯଦି ପେଟ  ବଡ ଦେଖାଯାଏ ତେବେ ଗର୍ଭସ୍ଥ ଶିଶୁଟି  କନ୍ୟା  ହେବାର ସମ୍ଭାବନା  I 

3) ଅଧିକାଂଶ ସମୟ ରେ ମିଠା  ଖାଇବାକୁ ଇଛା ହେଲେ  କନ୍ୟା  ହେଇଥାଏ 

4)  ବାମ ସ୍ତନ ଡାହାଣ ସ୍ତନ ଠାରୁ  ବଡ ହେଲେ  ଝିଅ ହେବାର ସମ୍ଭାବନା I 

5) 9 ମାସ 15 ଦିନରୁ ଅଧିକ ସମୟ ଲାଗିଲେ ଝିଅ ହେବାର ସମ୍ଭାବନା I

Leave a Reply

Your email address will not be published. Required fields are marked *