ଘର ପାଖରେ କେଉଁ ଗଛ କେଉଁଠି ଲଗାଇଲେ ଧନ ବୃଦ୍ଧି ହୋଇଥାଏ

ଘର ଚାରିପାଖେ ଆମେ ଗଛ ଲଗାଇ ଥାଉ। ତାହା ଘର ସୁନ୍ଦର ରହିବା ପାଇଁ ହେଉ ଅଥବା ଗଛରୁ ଫଳ ଓ ଛାଇ ପାଇଁ।

କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଗଛ ସହ ମଣିଷ ର ଭାଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି।

ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁଠି କେଉଁ ଗଛ ଲଗାଇବା ଯାହା ଫଳରେ ଆମର ବାସ୍ତୁ ଦୋଷ ଦୂର ହେବା ସହ ଦାରିଦ୍ର୍ୟ ମଧ୍ୟ ଦୂରେଇ ଯିବ।

  • ଯେଉଁ ସବୁ ଗଛର ପତ୍ର କୁ ଛିଡାଇଲେ କ୍ଷୀର ବାହାରିଥାଏ ସେ ଗଛ କୁ କେବେ ବି ଘର ପାଖରେ ଲଗାନ୍ତୁ ନାହିଁ। ଆହା ଦ୍ଵାରା ଘର ର ଦାରିଦ୍ର୍ୟତା ବଢ଼ିଥାଏ।
  • ଘରର ଚାରି ପାଖରେ ତୁଳସୀ ଓ ଚମ୍ପା ପରି ଗଛ ଲଗାଇଲେ ଅର୍ଥ ର ଅଭାବ ଦେଖା ଯାଏ ନାହି।
  • ଉତ୍ତର ପୂର୍ବ ଦିଗରେ କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ।
  • ତୁଳସୀ ପାଖରେ କଦଳୀ ଗଛ ଲଗାଇଲେ ମା ଲକ୍ଷ୍ମୀ ଙ୍କ ସହ ଭଗବାନ ବିଷ୍ଣୁ ଙ୍କ ଆଗମନ ହୋଇଥାଏ।

Leave a Reply

Your email address will not be published. Required fields are marked *