ନଖ ଉପରେ ଥିବା ଅହି ଅର୍ଦ୍ଧ ଚନ୍ଦ୍ର ର ଅର୍ଥ କଣ।

ଆମ ଶରୀର ରେ ଏମିତି ବହୁତ୍ କଥା ରହିଛି ଯାହା ଆମ ସ୍ବାସ୍ଥ୍ୟ ଓ ଶରୀର ବିଷୟରେ ଦର୍ଶାଇ ଥାଏ।

ଯେପରିକି କୁ ହାତର ରେଖା କୁ ଦେଖି ଭାଗ୍ୟ ଓ ଆଙ୍ଗୁଠି କୁ ଦେଖି ସୌଭାଗ୍ୟ ନିର୍ଧାରଣ କରାଯାଏ।

ସେହିପରି ଭାବେ ଆମ ନଖରେ ଥିବା ଅଧା ଚନ୍ଦ୍ର ଆମ ଶରୀର ବିଷୟରେ ବହୁତ୍ କିଛି କହିଥାଏ।

ଆପଣଙ୍କ ସ୍ବାସ୍ଥ୍ୟ ଯଦି ଠିକ୍ ନଥାଏ ତାହେଲେ ଏହି ଚିଂହ ଶରୀର ରୁ ଅଦୃଶ୍ୟ ହୋଇଯାଏ।

ସ୍ବାସ୍ଥ୍ୟ ଠିକ୍ ହେଲା ପରେ ଏହା ପୁଣି ଶରୀର କୁ ଆସିଯାଏ।

ଯଦି ଆପଣଙ୍କ ୧୦ ଟି ଆଙ୍ଗୁଠି ରୁ ୮ ଟିରେ ରେ ଅଧା ଚନ୍ଦ୍ର ଅଛି ତାହେଲେ ଆପଣଙ୍କ ସ୍ବାସ୍ଥ୍ୟ ବହୁତ୍ ଭଲ ଅଛି।

ଯଦି ଏହା ବାରମ୍ବାର ଅଦୃଶ୍ୟ ହେଉଛି କିନ୍ତୁ ବୁଢ଼ା ଆଙ୍ଗୁଠି ରେ ରହୁଛି ତାହେଲେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ବିଷୟରେ ଭାବିବାକୁ ପଡ଼ିବ।

ଏହା ରୋଗ ସହ ସହ ଶରୀର ର ସୁଗାର ଏବଂ ଥାଇରଏଡ଼ ବିଷୟରେ ମଧ୍ୟ ସୂଚନା ଦେଇଥାଏ।

Leave a Reply

Your email address will not be published. Required fields are marked *