ଚକୋଲେଟ୍‌ ଦେଇ 4 ବର୍ଷର ଝିଅକୁ  ଅତି ଅମାନୁଷିକ ଭାବେ ଧର୍ଷଣ

ପୁଣିଥରେ ଲଜ୍ୟା ; ବାଲେଶ୍ୱର ଜିଲା ନୀଳଗିରି ଥାନା ହାଟସାହି ଗ୍ରାମର ଜଣେ ୪ ବର୍ଷୀୟା  ଛୋଟ ଝିଅକୁ ଚକୋଲେଟ୍‌  ଦେବାକୁ କହି  ସେହି ଗ୍ରାମର ନିତ୍ୟାନନ୍ଦ ଜେନା  (25)  ବଳାତ୍କାର କରିଥିଲା ।  ଝିଅଟିର ପ୍ରଚୁର ରକ୍ତସ୍ରାବ ହେବାରୁ ଏନେଇ ଝିଅଟି ଘରେ କହିବା ପରେ ଝିଅର ବାପା ଥାନାରେ  ଅଭିଯୋଗ କରିଛନ୍ତି I  ଝିଅକୁ ନୀଳଗିରି ହସ୍ପିଟାଲ ରେ ଚିକିତ୍ସା କରାଯାଉଛି I ଏ ନେଇ ନୀଳଗିରି ପୋଲିସ ଏକ ମାମଲା (୭୨/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହେଇନି I

Leave a Reply

Your email address will not be published. Required fields are marked *