ପୁରୁଷ ମାନଙ୍କ ତିଳ ଚିହ୍ନ ର ଲକ୍ଷଣ : ଜାଣନ୍ତୁ କେଉଁଠି ରହିଲେ ଭଲ

ଆମ ଶରୀର ରେ ଥିବା ଛୋଟ ତିଳ ଚିହ୍ନ ବା କଳାଯାଇ ବ୍ୟକ୍ତି ସଂକ୍ରାନ୍ତରେ ଅଧିକ ତଥ୍ୟ ଦେଇପାରିଥାଏ I ତେବେ ଆସନ୍ତୁ ଜାଣିବା ପୁରୁଷ ମାନଙ୍କର  ତିଳ ଚିହ୍ନ କେଉଁଥି ଥିଲେ କଣ ହୁଏ I 
ପୁରୁଷ ମାନଙ୍କ ତିଳ ଚିହ୍ନ ର ଲକ୍ଷଣ
1) ତିଳ ଚିହ୍ନ ପେଟରେ  ଥିଲେ  ବ୍ୟକ୍ତି  ଅତ୍ୟଧିକ ଖାଦ୍ୟ ପ୍ରିୟ ହେଇଥାଏ I 

2) ଆଖି ତଳେ ତିଳ ଚିହ୍ନ ଥିଲେ ବ୍ୟକ୍ତି ଆଧ୍ୟବ୍ୟସାୟୀ   ହେଇଥାଏ I 

3) ଦକ୍ଷିଣ ଭାଗ ପିଞ୍ଜରା ତିଳ ଚିହ୍ନ ଥିଲେ ପୁରୁଷ  ବୁଦ୍ଧିମାନ ହେଇଥାଏ I 

4) କଣ୍ଠ ରେ ତିଳ ଚିହ୍ନ ଥିଲେ  ବ୍ୟକ୍ତି ରୋକଠୋକ  କହିଥାନ୍ତି ଯାହାଫଳରେ ଅନେକ ଶତ୍ରୁ ସୃଷ୍ଟି ହେଇଥାନ୍ତି, କିନ୍ତୁ ବ୍ୟକ୍ତି ଧର୍ଯ୍ୟଶୀଳ ଏବଂ  ବିଶ୍ଵାସଭାଜନ ର ଯୋଗ୍ୟ ହେଇଥାନ୍ତି I ବିବାହ ପରେ ଧନ ର ବର୍ଷା ହେଇଥାଏ 

5) ବକ୍ଷ ରେ  ତିଳ ଚିହ୍ନ ଥିଲେ  ସୁଖ ଏବଂ ସୌଭାଗ୍ୟ  ସହିତ ସୁସ୍ଥ ସୁନ୍ଦର ଜୀବନ ଅତିବାହିତ  କରିଥାନ୍ତି I 

6) ବାମ ପାର୍ଶ୍ୱ ଲଲାଟ ପାଖରେ  ତିଳ ଚିହ୍ନ ଥିଲେ ସର୍ବଦା ପର ସ୍ତ୍ରୀ ଉପରେ ନଜର ରହିଥାଏ 

7)ଦକ୍ଷିଣ  ପାର୍ଶ୍ୱ ଲଲାଟ ର ନାସିକ ପାଖରେ ଥିଲେ ସୌଭାଗ୍ୟବାନ , ଧନଶାଳୀ ହେଇଥାନ୍ତି I

8) ଡାହାଣ ପାର୍ଶ୍ଵ ଗାଲର ତଳକୁ କିମ୍ବା ଡାହାଣ ଜଙ୍ଘ ରେ  ରହିଲେ ଭବିଷ୍ୟତରେ ନିଜ ପରିଶ୍ରମରେ ଅଧିକ ଧନ ଏବଂ ସୁଖ୍ୟାତି ମିଳିଥାଏ 

9) ପୃଷ୍ଠଦେଶରେ ତିଳ ଚିହ୍ନ ଥିଲେ ପୁରୁଷ ନୃଶଂସ ହେଇଥାନ୍ତି I 

10) ଦକ୍ଷିଣ ବାହୁରେ ତିଳ ଚିହ୍ନ ଥିଲେ  ପୁରୁଷ  ଧର୍ଯ୍ୟବନ୍ତ ଏବଂ ଶାନ୍ତଶିଳ ହେଇଥାନ୍ତି I 

11) ଗୁପ୍ତାଙ୍ଗ ରେ ଥିଲେ ବ୍ୟକ୍ତି ଅଧିକ ରତିକ୍ରିଡ଼ା  ପାଇଁ  ଆସକ୍ତ ହେଇଥାଏ ,

Leave a Reply

Your email address will not be published. Required fields are marked *