କଣ ଆପଣଙ୍କ ପ୍ରେମିକା ବା ସ୍ତ୍ରୀ କଥା କଥାକେ କାନ୍ଦୁଛନ୍ତି କି ? ଜାଣନ୍ତୁ ଏହା ଭଲ ନା ଖରାପ

ପ୍ରାୟ ଝିଅ ମାନେ କଥା କଥାକେ କାନ୍ଦିବା  ଆପଣ ଦେଖିଥିବେ , ଏବଂ ଥଟ୍ଟା କରି ସେମାନଙ୍କୁ ନାକ କାନ୍ଦୁରି , ଦୁର୍ବଳ ବୋଲି ଆପଣ ଭାବୁଥିବେ I କିନ୍ତୁ ଆପଣ ବୋଧେ ଜାଣିନଥିବେ କଥା କଥାକେ କାନ୍ଦୁଥିବା ଝିଅ ଦୁର୍ବଳ ନୁହନ୍ତି ମାନସିକ ସ୍ତରରେ ସେମାନେ ବହୁତ ଦୃଢ I 

ଅଧିକ କାନ୍ଦୁଥିବା ଝିଅ ମାନଙ୍କର ଫାଇଦା :

କାନ୍ଦିବା  ଦ୍ୱାରା  ମନର କଷ୍ଟ ଏବଂ ବ୍ରେନ ରୁ ଟେନସନ ଦୂର ହେଇଯାଇଥାଏ , ଯାହା ଦ୍ୱାରା ଅଧିକ ବେମାରୀ ରୁ ସେମାନେ  ବଂଚି ଯାଆନ୍ତି I 

 ମାନସିକ ସ୍ତରରେ ଦୃଢ ହେଇଥାନ୍ତି   

ଏମାନେ ନିଜ ଜୀବନସାଥୀ ଏବଂ ପରିବାର କୁ ଅଧିକ ଭଲ ପାଇଥାନ୍ତି I

 ଜୀବନସାଥୀ ଏବଂ ପରିବାର ର ଅଧିକ ଯତ୍ନ ନେଇଥାନ୍ତି ଏମାନେ I

 ଏମାନେ ସାଙ୍ଗ ସାଥି ଙ୍କ ଦୁଃଖରେ ସମଭାଗୀ ହେଇଥାନ୍ତି ଏବଂ ଯଥା ସମ୍ଭବ ସାହାଯ୍ୟ କରିଥାନ୍ତି 

I ଏମାନେ ଅଧିକ ବୁଦ୍ଧିମାନ ହେଇଥାନ୍ତି  I

Leave a Reply

Your email address will not be published. Required fields are marked *