ଭଲ ଲୋକମାନଙ୍କୁ ଅଧିକ ଦୁଃଖ ଭୋଗିବାକୁ କାହିଁକି ପଡିଥାଏ

ବାରମ୍ବାର ଗୋଟିଏ ପ୍ରଶ୍ନ ଆପଣ ଶୁଣିଥିବେ ଯେ ଭଲ ଲୋକ ମାନେ କାହିଁକି ସବୁବେଳେ କଷ୍ଟ , ଦୁଃଖ ପାଆନ୍ତି ,ଏନେଇ ଥରେ ସ୍ୱାମୀ ବିବେକା ନନ୍ଦ ଗୁରୁ ରାମକୃଷ୍ଣ ପରମହଂସ ଙ୍କୁ ପଚାରିଥିଲେ , ଉତ୍ତର ରେ ରାମ କୃଷ୍ଣ କହିଥିଲେ , ଭଗବାନ ଭଲ ଲୋକମାନଙ୍କୁ କେବେବି କଷ୍ଟ ଦିଅନ୍ତି ନାହିଁ , କେବଳ ଖରାପ ସମୟର ପରୀକ୍ଷା ଦେଇଥାନ୍ତି ଯେଉଁଥିପାଇଁ କି ଭବିଷ୍ୟତ ରେ ତାଙ୍କ ଜୀବନ ଭଲ ରହିବ   ଯେପରିକି ହୀରାକୁ ଅଧିକ ରଗଡ଼ିଲେ ଚମକି ଥାଏ , ସୁନା କୁ ନିଆଁ ରେ ପକାଇଲେ  ବିଶୁଦ୍ଧ ରେ ପରିଣତ ହେଇଥାଏ , ଠିକ ସେହିପରି


I କିନ୍ତୁ ଭଲ ଲୋକମାନଙ୍କ ଉପରେ ଭଗବାନ ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି ଏବଂ ତାଙ୍କ ପରୀକ୍ଷା ନେଇଥାନ୍ତି I ତେଣୁ ଦୁଃଖରେ କେବେଭି ଭାଙ୍ଗି ନପଡ଼ି ଦୁଃଖର ସାମ୍ନା କରିବା ଉଚିତ କାହିଁକିନା ଦୁଃଖ ଆସିଛି ମାନେ ଏହା ନିଛୟ ଚାଲିଯିବ   I

Leave a Reply

Your email address will not be published. Required fields are marked *