ସ୍କୁଲ ରେ ଚିକେନ ନଦେଲାରୁ  ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବିରୋଧରେ ନାରା ଦେଲେ କୁନି ଛାତ୍ର ମାନେ

ଦିନକୁ ଦିନ ସୋସିଆଲ ମିଡ଼ିଆର ଦୁରୁପ ଯୋଗ ବଢ଼ିବାରେ ଲାଗିଛି ଯାହାର ଏକ ଝଲକ ଦେଖିବାକୁ ମିଳିଛି ଏକ ଭିଡିଓ ରୁ I ଛୋଟ ଛୋଟ  ସ୍କୁଲ ଛାତ୍ର ମାନଙ୍କୁ ନେଇ   ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଇଥିଲା , ଯେଉଁଥିରେ କି  ଛୋଟ ଛୋଟ  ପିଲା ମାନେ ହାତରେ ଥାଳି ଧରି ବସିଛନ୍ତି ଆଉ କହୁଛନ୍ତି  କି ଖାଲି ସପ୍ତାହ କୁ  ଦୁଇଥର ଅଣ୍ଡା ମିଳୁଛି , ଥରେ ହେଲେ ବି ଚିକେନ ମିଳୁନି I 


ଖାଲି ଏତିକି ନୁହେଁ ଆଂଜ୍ଞା , ସରକାର ଙ୍କ ବିରୁଧରେ  ନାରା  ବି ଦେଇଥିଲେ ଏହି କୋମଳମତି ପିଲା ମାନେ , ସରକାର ତମେ ଆମ ଦାବି ମାନିନିଅ , ମାନିନିଅ , ସ୍କୁଲ ରେ ଅଣ୍ଡା ଦିଅ I  


ତେବେ କଥା ଉଠୁଛି ଏହିଭଳି କୋମଳମତି ପିଲାମାନଙ୍କୁ ନେଇ ଭିଡିଓ ପ୍ରସ୍ତୁତ କରିଥିବା ମହାଶୟ ଜଣକ ସମାଜ କୁ କି ବାର୍ତା ଦେବାକୁ ଚାଁହୁଛନ୍ତି ? ଏମାନେ ତ ଛୋଟ ପିଲା , କଣ ବା ଜାଣିଛନ୍ତି ଏ ନାରା ବିଷୟରେ ? ଏହା କଣ ତାଙ୍କ କୋମଳମତି ମତିଷ୍କ ଉପରେ ପ୍ରଭାବ ପକାଇବ ନାହିଁ କି ?

Leave a Reply

Your email address will not be published. Required fields are marked *