S  ଅକ୍ଷର ନାମଧାରୀ ବ୍ୟକ୍ତି  ଙ୍କ ପ୍ରକୃତି ଏବଂ ସ୍ଵଭାଵ

କୁହାଯାଏ ନାମରୁ ବ୍ୟକ୍ତିର ସ୍ଵଭାଵ ଏବଂ ପ୍ରକୃତି ଜଣାପଡ଼ିଯାଇଥାଏ , ତେବେ ଆଜି ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର S  ରୁ ଆରମ୍ଭ ହେଇଥିବା ପୁଅ ବା ଝିଅ ଙ୍କ ବ୍ୟକ୍ତିତ୍ୱ ବିଷୟରେ I 

1) ଦେଖିବାକୁ ବହୁତ ସ୍ମାର୍ଟ  ଏବଂ ସୁନ୍ଦର ହେଇଥାନ୍ତି ଏବଂ ଏମାନଙ୍କ  ହୃଦୟ ମଧ୍ୟ ଏମାନଙ୍କ ଠୁ  ଅଧିକ ସ୍ମାର୍ଟ ହେଇଥାଏ I 

2) ଏମାନେ  ଅଧିକ କଠିନ ପରିଶ୍ରମ କରିବାକୁ ଭଲ ପାଆନ୍ତି I 

3) ନିଜ କାମ ନିଜ ଅନୁସାରେ କରିବାକୁ ଭଲ ପାଆନ୍ତି I 

4) ଏମାନେ ନିଜ ଭାବ କୁ ସଠିକ ଭାବରେ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ I 

5) ଏମାନେ ପ୍ରତିଭାଶାଳୀ ଅଟନ୍ତି I 

6) ନିଜର ଦୁଃଖ କୁ ଅନ୍ୟ ଆଗରେ ସେୟାର କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ I 

7)  ବିପଦ ରେ ପଡିଥିବା ବନ୍ଧୁ ଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି I 

8) ସ୍ଵଭାଵ ରେ ଏମାନେ ଭାରି ଜିଦଖୋର ,ଯାହାଦ୍ୱାରା ଏମାନଙ୍କୁ ଅନ୍ୟ ମାନେ ଖରାପ ଭାବିଥାନ୍ତି I 

9) ଯେ କୌଣସି ପରିସ୍ଥିତି କୁ ଏମାନେ ଖୁବ ଶୀଘ୍ର ବୁଝିପାରନ୍ତି I 

10 ) CARRIER  ପ୍ରତି ସବୁବେଳେ ଟେନସନ ରେ ଥାନ୍ତି I 

11)  ଯେ କୌଣସି କର୍ମ ସଂସ୍ଥାନ ରେ ରୁହନ୍ତି ନିଜ ମାଲିକ ପ୍ରତି ସଚୋଟ ଏବଂ ବିଶ୍ୱାସ ଭାବରେ କାମ କରନ୍ତି I 

12) ନିଜ କାମ କିପରି ହାସଲ କରିହେବ ଏମାନଙ୍କୁ ଭଲ ଭାବରେ ଜଣା I 

13) ପ୍ରେମ ମାମଲା ରେ ଏମାନେ ଭାରି ସ୍ୱାର୍ଥପର ,ଏମାନଙ୍କ ଭଲପାଇବା କୁ ଆଉ କିଏ ଜାଣୁ ଏମାନେ ସହ୍ୟ କରିପାରନ୍ତି ନାହିଁ I ଅନ୍ୟ କାହା ସହିତ ନିଜ ପ୍ରେମ କୁ SHARE କରିପାରନ୍ତି ନାହିଁ I 

14)  ଏମାନେ ବହୁତ  ହସ ଖୁଶ ମିଜାଜ ର I 

15) ସ୍ଵଭାଵ ରେ ଏମାନେ ଭାରି କଂଜୂସ ଅଟନ୍ତି I 

16) ଅନ୍ୟ ମାନଙ୍କ ଆଗରେ ନିଜର ବଡ଼ିମା ଦେଖେଇହେବା ଏମାନଙ୍କ ସ୍ଵଭାଵ 

17) ବନ୍ଧୁ ମାନଙ୍କ ପାଇଁ ଏମାନେ ଭାରି  ବଫାଦର ଅଟନ୍ତି I 

18) ଅଧିକ ରୁ ଅଧିକ ଲୋକଙ୍କ ସହିତ ମିଶିବାକୁ ଏମାନେ ଭଲ ପାଆନ୍ତି I 

19) କିଛି ନୂଆ କରିବାକୁ ଚେଷ୍ଟା କରି ଏମାନେ ଅଧିକାଂଶ ସମୟ ଭୁଲ କରିଥାନ୍ତି I

Leave a Reply

Your email address will not be published. Required fields are marked *