ଯଦି ବିଲେଇ ରାସ୍ତା କାଟି ଦିଏ ତାହେଲେ କଣ କରିବେ

ଯଦି ଆମେ କୌଣସି ଭଲ କାମ ପାଇଁ ଯାଉଥାଉ ଆଉ ବିଲେଇ ରାସ୍ତା କାଟି ଦିଏ ତାହେଲେ ଆମେ ବ୍ୟସ୍ତ ହୋଇଯାଉ କଣ କରିବା ତେବେ ଆସନ୍ତୁ ଜାଣିବା ବିଲେଇ ରାସ୍ତା କାଟିଲେ ଆପଣ କଣ କରିବେ।

ଆପଣ ସେହି ରାସ୍ତା ରେ କିଛି ସମୟ ଯାଏ ରହି ଯାଆନ୍ତୁ ଯେ ପର୍ଯ୍ୟନ୍ତ ସାମ୍ନା ରାସ୍ତା ରୁ କେହି ଆସିନାହାନ୍ତି।

କିଏ ଯଦି ସାମ୍ନା ରାସ୍ତା ରୁ ଆସି ଆପଣଙ୍କୁ ପାସ୍ କରିଯାଏ ତାହେଲେ ଆପଣଙ୍କ ଅଶୁଭ ଟଲି ଯାଏ।

ବାହାରକୁ ବାହାରିବା ପୂର୍ବରୁ ଘରୁ ଏକ ଗ୍ଲାସ ପାଣି ପିଇ ବହାରନ୍ତୁ।

ଏମିତି କରିବା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଟଳି ଯିବ।

କୌଣସି ଶୁଭ କାମକୁ ଯିବ ପୂର୍ବରୁ, କିମ୍ବା ପରୀକ୍ଷା କୁ ଯିବା ପୂର୍ବରୁ ଘରୁ ଦହି ଖାଇ ବାହାରନ୍ତୁ।

ଏମିତି କରିବା ଦ୍ୱାରା ସବୁ ଶୁଭ ହୋଇଥାଏ।

ବିଲେଇ ର ବାମ ପାର୍ଶ୍ଵ ରୁ ରାସ୍ତା କାଟିବା ଅଶୁଭ ହୋଇନଥାଏ କିନ୍ତୁ ଡାହାଣ ପଟରୁ ରାସ୍ତା କାଟିବା ଅଶୁଭ ହୋଇଥାଏ।

ସେଥି ପାଇଁ ଆଗରୁ ଆସୁଥିବା ବ୍ୟକ୍ତି ତୁମକୁ ପାସ୍ କରିବା ଯାଏ ଅପେକ୍ଷା କରନ୍ତୁ। ଆପଣଙ୍କ ଡାହାଣ ପାର୍ଶ୍ଵରୁ ଯାଇଥିବା ବିଲେଇ ଆପଣଙ୍କ ପାଇଁ ଅଶୁଭ କିନ୍ତୁ ଆସୁଥିବା ବ୍ୟକ୍ତି ର ତାହା ବାମ ପାର୍ଶ୍ଵ ତେଣୁ ତା ପାଇଁ କିଛି ଅସୁବିଧା ନାହିଁ।ତେଣୁ ତାଙ୍କୁ ପାସ୍ କରିବାକୁ ଅପେକ୍ଷା କରନ୍ତୁ।

Leave a Reply

Your email address will not be published. Required fields are marked *