ପୁଣିଥରେ ଓଡ଼ିଶାର ନଂ  1 ଗାୟିକା ଙ୍କର ଅଶ୍ଳୀଳ ଭିଡିଓ ଭାଇରଲ

ପୁଣିଥରେ  ଭାଇରଲ ହେଇଚି ଓଡ଼ିଶାର ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଙ୍କର ଅଶ୍ଳୀଳ ଭିଡିଓ I  ବିବାହ ପୂର୍ବର ଅଶ୍ଳୀଳ ଭିଡିଓ ଆଜି Whatsapp ରୁ Whatsapp କୁ ଘୁରିବୁଲୁଛି । ଭିଡିଓ ଟିର ଅବଧି ରହିଛି ୨ମିନିଟ୍‌ ୨୮ ସେକେଣ୍ଡ୍‌ I ଏଥିରେ କଣ୍ଠଶିଳ୍ପୀ ଜଣକ ତାଙ୍କ ପୂର୍ବତନ ପ୍ରେମିକ ସହିତ ଅଛନ୍ତି I ଏହାକୁ ତାଙ୍କ ପୂର୍ବତନ ପ୍ରେମିକ ଭାଇରାଲ୍‌ କରିଥିବା ସନ୍ଦେହ କରାଯାଉଛି। 

କଣ୍ଠଶିଳ୍ପୀ ଜଣକ ଓଡ଼ିଶାର ଜଣେ ଆଗଧାଡିର ସ୍ୱନାମଧନ୍ୟ ଗାୟିକା ଭାବରେ ପରିଗଣିତ I ଗତ କିଛିଦିନ ଧରି ପୁରା ଓଡ଼ିଶାରେ ତାଙ୍କର FOLLOWER ବଢ଼ିବାରେ ଲାଗିଛନ୍ତି I ଅଳ୍ପ ଦିନରେ  ବହୁତ ହିଟ ଗୀତ ଦର୍ଶକ ଙ୍କୁ ଦେଇଛନ୍ତି ଏହି ଗାୟିକା I ଗୀତ ପାଇଁ ନିଜ ବିବାହର କିଛି ମାସ ପରେ   ନିଜ ସ୍ୱାମୀ ଏବଂ ଶାଶୁଘର କୁ ମଧ୍ୟ ଛାଡିଥିଲେ ଗାୟିକା ଜଣକ।

ତେବେ ଏପରି ଏକ ଘଟଣା ସାରା ଓଲିୟୁଡ୍ ରେ ଚହଳ ପକାଇଦେଇଛି I

Leave a Reply

Your email address will not be published. Required fields are marked *