ଭଗବାନ ଶିବ ଙ୍କ ରହସ୍ୟମୟୀ ଏଲୋରା ର କୈଳାସ ମନ୍ଦିର ର ରହସ୍ୟ

ବିଭିନ୍ନ ଧର୍ମାବମ୍ବୀମାନେ ମାନେ ଆମ ଦେଶ ଭାରତ ରେ ବସବାସ କରନ୍ତି।ଏବଂ ଆମ ଦେଶ ଏପରି ଏକ ଦେଶ ଯାହା କି ବହୁତ୍ ଦୃତ ଗତି ରେ ଉନ୍ନତି କରୁଛି। କିନ୍ତୁ ଏପରି କିଛି ପ୍ରମାଣ ଆମ ଦେଶ ରେ ଅଛି ଯାହାକୁ ଆଜି ଯାଏ ବୈଜ୍ଞାନିକ ମାନେ ବୁଝି ପାରିନାହାନ୍ତି। ସାଧାରଣତଃ କୌଣସି ମନ୍ଦିର ତିଆରି କଲା ବେଳେ ଲୋକମାନେ ପଥର କୁ ଯୋଡ଼ି ଏହାକୁ ଆକାର ଦେଇ କରନ୍ତି ହେଲେ ଆମେ ଆଜି ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି ଯାହାକି ଆଜି ମଧ୍ୟ କେବଳ ମଣିଷ କରିପାରିବ ବୋଲି ବିଶ୍ୱାସ ହୁଏନି। ଲୋକ କଥା ରେ ମଧ୍ୟ ରହିଛି ଯେ ଏହି ମନ୍ଦିର କୁ ମଣିଷ ସହ ଦେବ ଶକ୍ତି ମାନଙ୍କ ସହଯୋଗ ରେ ତିଆରି କରାଯାଇଛି।

ଏଲୋରା ର କୈଳାସ ମନ୍ଦିର ଏକମାତ୍ର ସୃଷ୍ଟି ଯାହାକି ଗୋଟିଏ ପଥର ଖଣ୍ଡ ରୁ ତିଆରି ହୋଇଛି। ସାଧାରଣଃ ସବୁ ମନ୍ଦିର କଟ ଇନ୍ ଉପାୟ ରେ ତିଆରି ହୁଏ କିନ୍ତୁ ଏହା କଟ ଆଉଟ୍ ରେ ତିଆରି ହୋଇଛି।ଏହି ମନ୍ଦିର କୁ ଗୋଟିଏ ପଥର କୁ ଉପରୁ ତଳକୁ କାଟି କରାଯାଇଥିଲା।

ଠିକ୍ ଜେହିପରି ଗୋଟେ ଛୋଟ ମୂର୍ତ୍ତି ତିଆରି ହେଉଛି। ଏହି ମନ୍ଦିର ଏପରି କିଛି ରହସ୍ୟ ମୟୀ ଗୁମ୍ଫା ଅଛି ଯାହାର ରହସ୍ୟ କେହି ଜାଣିନାହାନ୍ତି ଏବଂ ଏହା କେଉଁଠି ଖୋଲୁଛି ବି କେହି ଜାଣିନାହାନ୍ତି। ଯଦି ବର୍ତ୍ତମାନ ର ବୈଜ୍ଞାନିକ ସମୟରେ ମଧ୍ୟ ଏହି ମନ୍ଦିର କୁ ତିଆରି କରାଯିବ ତେବେ ମଧ୍ୟ ୧୮ ବର୍ଷ ରେ ଏହା ହେବା ଅସମ୍ଭବ କିନ୍ତୁ ସେବେ ୧୮ ବର୍ଷ ରେ ଏହା ତିଆରି ହୋଇଥିଲା। ଯାହାକି ଆଜି ମଧ୍ୟ ସେବେ କିଛି ଦୈବ୍ୟ ଶକ୍ତି ର ପ୍ରଦର୍ଶନ କୁ ଇଙ୍ଗିତ କରୁଚି।

Leave a Reply

Your email address will not be published. Required fields are marked *