ଧରାପଡିଗଲା ଅଙ୍ଗନବାଡି ଦିଦି ଙ୍କ  ଚୋରାପିରତି  : ଚୁଟି କାଟି ଲଣ୍ଡା କରି ବୁଲାଇଲେ ଗାଁ ବାସି

ନବରଙ୍ଗପୁର ଜିଲା ଉମରକୋଟ ରେ ବିବାହିତା ଅଙ୍ଗନବାଡି  ଦିଦି ଙ୍କ ଚୋରାପିରତି ଖୁବ ମାହାଙ୍ଗା ପଡିଛି I ମହିଳାଙ୍କ ସ୍ବାମୀ ରାଇଘରରେ ରୁହନ୍ତି।  ସ୍ୱାମୀ ନଥିଲା ବେଳେ  ଦିଦି ଜଣକ ପାଖ ଗାଁ ର ଜଣେ ଯୁବକ ଙ୍କ ସହିତ ଚୋରାପିରତି ଚଳାଇଥିଲେ Iଗାଁ ଲୋକଙ୍କର ସନ୍ଦେହ ହେବାରୁ ଗତକାଲି  ରାତି ୧୨ଟା ସମୟରେ  ଅଙ୍ଗନବାଡି ଦିଦିଙ୍କ ଘରେ ଚେକ କଲାରୁ ଦୁହିଁକୁ ଅସଂଯାତ ଅବସ୍ଥାରେ ଧରିଥିଲେ ଗାଁ ଲୋକେ I ଏବଂ ଦୁହିଁକୁ ପ୍ରବଳ ମାଡ ସହିତ ଗାଁ ରେ ବାନ୍ଧିଦେଇଥିଲେ I ଦୁଇଜଣଙ୍କ ଚୁଟି କାଟି ଲଣ୍ଡା କରି ଗାଁ ରେ ବୁଲାଇଥିଲେ I ଏନେଇ ଦୁହେଁ ଥାନାରେ ଏତଲା ଦେଇଛନ୍ତି I

Leave a Reply

Your email address will not be published. Required fields are marked *