ବିଦ୍ୟୁତ କ୍ଷେତ୍ରରୁ ଘରୋଇକରଣ ଉଛେଦ ନିମନ୍ତେ  ଓଡିଶା ପାୱାର ଏମ୍ପ୍ଲୟୀଜ ୟୁନିଅନ ର ଧାରଣା

ବିଦ୍ୟୁତ କ୍ଷେତ୍ରରୁ ଘରୋଇକରଣ, ଏବଂ ଫ୍ରାଞ୍ଚାଇଜ ବନ୍ଦ କରିବା ,ଠିକା ଶ୍ରମିକ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି , ଏବଂ  ବିଦ୍ୟୁତ କ୍ଷେତ୍ରରେ ସରକାର ଙ୍କ ଅବହେଳା କୁ  ନେଇ ବାରମ୍ବାର ଓଡିଶା ପାୱାର ଏମ୍ପ୍ଲୟୀଜ ୟୁନିଅନ ତରଫରୁ ବିକ୍ଷୋଭ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ  ଏହାକୁ କର୍ଣପାତ ନକରି କେବଳ ମିଛ ପ୍ରତିଶୃତି ଦେଇ ଦିନ ଗଡେଇ ଚାଲିଛନ୍ତି I 


ଯାହାକୁ ବିରୋଧ କରି ଓଡିଶା ପାୱାର ଏମ୍ପ୍ଲୟୀଜ ୟୁନିଅନ ତରଫରୁ ତା ୨୭/୦୪/୨୦୧୬ରିଖ ଦିବା ୧୧ଘଟିକା ସମୟରେ ମାଷ୍ଟରକ୍ୟାଣ୍ଟିନ ଛକରୁ  ଏକ ପଦଯାତ୍ରା  ବାହାରି ଲୋୟର ପିଏମଜି ଠାରେ  ଅହୋରାତ୍ର ଧାରଣା ଦିଆଯାଇଛି I

Leave a Reply

Your email address will not be published. Required fields are marked *