​ବରଯାତ୍ରୀ ରୁ ଫେରୁଥିବା ବେଳେ ବସ୍‌ ଯାତ୍ରା ହେଲା ଶେଷ ଯାତ୍ରା : ବିଦ୍ୟୁତ  ନେଇଗଲା  2 ଜୀବନ 

ବରଯାତ୍ରୀ ରୁ ଫେରୁଥିବା ବେଳେ ବସ୍‌ ଯାତ୍ରା ହେଲା ଶେଷ ଯାତ୍ରା : ବିଦ୍ୟୁତ  ନେଇଗଲା  2 ଜୀବନ 

 ଶନିବାର ସନ୍ଧ୍ୟା ସମୟରେ ବରଯାତ୍ରୀ ଙ୍କୁ ଆଣିବାକୁଯାଉଥିବା ଏକ ଘରୋଇ ବସ୍ ରେ ହଠାତ ଉପରେ ଯାଇଥିବା ଖୋଲା  ବିଦ୍ୟୁତ ତାର ଲାଗିଯିବାରୁ ଘଟଣା ସ୍ଥଳରେ ଜଣଙ୍କର  ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହେଇଥିଲେ I ଗୁରୁତର ଆହତ କୁ  ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସେ ଆଖିବୁଜିଦେଇଥିଲେ I


  ଘଟଣା ଟି କୋରାପୁଟ ଜିଲା  ଅନ୍ତର୍ଗତ ଜୟପୁର ସଦର ଥାନା ଅଞ୍ଚଳର I ଘଟଣାଟି ସ୍ଥାନୀୟ ଅଂଚଳରେ ଶୋକର ସାୟା ଖେଳାଇଦେଇଛି I

Leave a Reply

Your email address will not be published. Required fields are marked *