ଦୁନିଆର ସବୁଠୁ ସୈତାନ ବାପା 

ଝିଅଟିଏ ସବୁଠାରୁ ଅଧିକ ବିଶ୍ୱାସ କରିଥାଏ ତା ବାପାକୁ , କିନ୍ତୁ ଯଦି ବାପାର ଖରାପ ସମ୍ପର୍କ ଯହିଁ ଉପରେ ପଡେ ? ରକ୍ଷକ ଯଦି ଭକ୍ଷକ ସାଜେ ?  ଜଣେ ବାପା ନିଜ ଝିଅକୁ ବନ୍ଦୀ କରି ଦୀର୍ଘ 24 ବର୍ଷ ଭିତରେ 3000 ଥର ଦୁଷ୍କର୍ମ କରିଥିଲା I  ଘଟଣା  ଟି ହେଉଛି ବ୍ରିଟେନ ର I ଏହାକୁ ଦୁନିଆର ସବୁଠୁ ଘୃନ୍ୟ ବାପା ବୋଲି ର କାମ ବୋଲି କୁହାଯାଉଛି I ଝିଅଟି ଲଜ୍ୟା ଏବଂ ଭୟରେ ଘଟଣା କାହାରିକୁ କହିପାରୁନଥିଲା କିନ୍ତୁ ସୈତାନ ବାପା ବାରମ୍ବାର ଝିଅକୁ ଦୁଷ୍କର୍ମ କରୁଥିଲା ଏବଂ ବାପା ଔରଶରୁ ସାତଟି ସନ୍ତାନ ଜନ୍ମ ଦେଇଥିଲେ ଝିଅ ଜଣକ I 

ଅଭିଯୁକ୍ତ ବାପା ର ନାମ ଯୋଶେଫ I 2009 ରେ ଏହି ଭୟାନକ ଘଟଣା ଜଣାପଡିବା ପରେ  ଅଷ୍ଟ୍ରିୟାର କୋର୍ଟ  ଦ୍ୱାରା 82 ବର୍ଷୀୟ ଯୋଶେଫ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିଲା I  ଆଠ ବର୍ଷ ପରେ ଘଟଣା ଟି ପୁଣି ଥରେ ଏବେ ୟୁଟ୍ୟୁବ ଏବଂ ଫେସବୁକ ରେ ଭାଇରଲ ହେଇଚି I

Leave a Reply

Your email address will not be published. Required fields are marked *