ଫୋପାଡ଼ିଦେଉଥିବା  ପିଆଜର ଚୋପା  ର ଚମତ୍କାରି ଫାଇଦା  ଜାଣିଲେ ଆପଣ ବି ହେଇଯିବେ ଚକିତ

ପିଆଜ  କୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଏ ,  ବିନା ପିଆଜ ରେ ରୋଷେଇ ର ସ୍ୱାଦିଷ୍ଟ ଆସିନଥାଏ I  ତେବେ ପଖାଳ ଭାତ ସାଙ୍ଗରେ ପିଆଜ ର ସ୍ୱାଦ ଟିକେ ନିଆରା Iସାଧାରଣତଃ ତ ଆମେ ପିଆଜ କୁ ବ୍ୟବହାର କରିସାରିବା ପରେ ଚୋପା କୁ ଫୋପାଡ଼ି ଦେଉ I  ତେବେ କଣ ଆପଣ ଜାଣିଛନ୍ତି ପିଆଜର ଚୋପା ବି ଆମ ପାଇଁ ବହୁତ ଦରକାରୀ ଅଟେ ? 

1) ଯଦି ଆପଣଙ୍କର ଥଣ୍ଡାରୁ ତଣ୍ଟି ରନ୍ଥୀ  ହେଉଥାଏ , ତେବେ  ପିଆଜ ଚୋପା କୁ ଅଳ୍ପ ପାଣିରେ ଗରମ କରନ୍ତୁ ଏବଂ ପାଣିକୁ ଫୁଟିବାକୁ ଦିଅନ୍ତୁ , ଏହାପରେ ଭଲଭାବରେ ଛାଣି ଏହି ପାଣିକୁ ପିଅନ୍ତୁ , ତୁରନ୍ତ ଉପଶମ ମିଳିବ I 

2)ଅଳ୍ପ ରଶ ଥିବା  ପିଆଜ ଚୋପା ନେଇ ସେଥିରେ ଅଳ୍ପ ହଳଦୀ ମିଶାଇ ଏହାକୁ ଭଲଭାବରେ ବାଟିଦିଅନ୍ତୁ  ଏବଂ ଏହି ମିଶ୍ରଣ କୁ 


ହାଲକା ଭାବରେ ଚେହେରା ରେ ଥିବା ଦାଗ ଉପରେ ମାଲିସ କରନ୍ତୁ , କିଛିଦିନ ନିୟମିତ କରିବା ଦ୍ୱାରା ଚେହେରା ରୁ ସମସ୍ତ ଦାଗ ଦୂର ହେଇଯାଇଥାଏ I

Leave a Reply

Your email address will not be published. Required fields are marked *