ଅସହ୍ୟ ହେଲା ଅଶ୍ଳୀଳ ଭିଡିଓ ଭାଇରଲ ଲୋକଲଜ୍ୟା :ଜୀବନ ହାରିଦେଲା ଦୁଷ୍କର୍ମ ପୀଡିତା

କିଛିଦିନ ତଳେ ଜଣେ ଛୋଟ ନାବାଳିକା ଝିଅ ର ଅଶ୍ଳୀଳ ଭିଡିଓ ଭାଇରଲ ହେଇଥିଲା ଘଟଣା ଟି ଥିଲା ନବରଂଗପୁର ଜିଲ୍ଲା ଝରିଆ ଅଂଚଳର I ନାବାଳିକା ଜଣକ ଟିଉସନ ଯାଉଥିବା ବେଳେ ଜୋରଜବରଦସ୍ତ ଅଭିଯୁକ୍ତ ଯୁବକ ଜଗନ୍ନାଥ ଗଉଡ ନାବାଳିକା କୁ ଦୁଷ୍କର୍ମ କରିଥିଲା ଏବଂ ପରେ ତା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା କିନ୍ତୁ ଝିଅଟି ଏଥିରେ ରାଜି ହେଇନଥିଲା I ଫଳରେ କ୍ରୋଧିତ ହେଇ ଯୁବକ ଜଣକ ପୂର୍ବରୁ ରେକର୍ଡିଙ୍ଗ କରିଥିବା ଭିଡିଓ କୁ ସୋସିଆଲ ମିଡିଆରେ ରେ ଭାଇରଲ କରିଥିଲା I ଭିଡିଓ ଟି ଭାଇରଲ ହେବା ଦ୍ୱାରା ନାବାଳିକା ଜଣକ ଲୋକ ଲଜ୍ୟା ସହି ପାରିନଥିଲା I ଯାହାଫଳରେ ବାଧ୍ୟ ହେଇ ବେକରେ ରଶି ଲଗାଇ ନାବାଳିକା ଜଣକ ଆତ୍ମହତ୍ୟା କରିଛି I

Leave a Reply

Your email address will not be published. Required fields are marked *