ଦକ୍ଷତା ବିକାଶ କ୍ଷେତ୍ର ରେ ଓଡ଼ିଶା କୁ ଶ୍ରେଷ୍ଠ ରାଜ୍ୟ ଭାବରେ ପ୍ରଧାନ ମନ୍ତ୍ରୀ ଙ୍କ ତରଫ ରୁ ପୁରସ୍କାର ମିଳିବ ବୋଲି ଘୋଷଣା କରା ଯାଇଛି।
ଆସନ୍ତା ୫ ତାରିଖ ରେ ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଦକ୍ଷତା ବିକାଶ ଦିବସ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ।
ଗ୍ରାମୀଣ ଯୁବ ମାନଙ୍କ ଦକ୍ଷତା ବିକାଶ କ୍ଷେତ୍ର ରେ ଉଲେଖନୀୟ କାର୍ଯ୍ୟ କରିଥିବାରୁ ଓଡ଼ିଶା କୁ ଏହି ପୁରସ୍କାର କ୍ରମାଗତ ଭାବରେ ଦ୍ଵିତୀୟ ଥର ମିଳିବାକୁ ଯାଉଚି।
ଏହି ପୁରସ୍କାର ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ରେ ଲୋକ ମାନଙ୍କୁ ଜଣାଇଛନ୍ତି।
ଜଣେ ଓଡ଼ିଆ ହେବ ହିସାବ ରେ ଗର୍ବ ରେ ସେୟାର କରନ୍ତୁ।