ସମ୍ବିଧାନ ମୁଖବନ୍ଧ ରେ ଅହିଂସା ସାମିଲ ହେଇ:ନବୀନ ପଟ୍ଟନାୟକ

ଅହିଂସା ହେଉଛି ଗାନ୍ଧିଜୀ ଙ୍କ ମୂଳ ମନ୍ତ୍ର ଓ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଚିନ୍ତା ଧାରା। ଏହି ଅହିଂସା ବଳରେ ଗାନ୍ଧିଜୀ ଭାରତ ବର୍ଷ କୁ ସ୍ଵାଧୀନ କରିଥିଲେ।

ତେବେ ନବୀନ ପଟ୍ଟନାୟକ କହିଛନ୍ତି ଜେ ଅହିଂସା କୁ ସମ୍ବିଧାନ ର ମୁଖବନ୍ଧ ରେ ସାମିଲ୍ କରିବା ହେଉଛି ଗାନ୍ଧିଜୀ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ରେ ତାଙ୍କ ପାଇଁ ଭାରତ ର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଗତ କାଲି ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ସମାରୋହ ଉପଲେଖେ ରାଷ୍ଟ୍ରପତି ଭବନ ରେ ଆୟୋଜିତ ବୈଠକ ରେ ଯୋଗଦେଇ ଶ୍ରୀ ପଟନାୟକ ଆଜି କଥା କହିଛନ୍ତି।

Leave a Reply

Your email address will not be published. Required fields are marked *