ପୁଣି ଭୁସୁଡିଲା ବମିଖାଲ୍ ବ୍ରିଜ୍:ପୁଣି ନେଲା ଜୀବନ

ଗତ ସେ୍ଟେମ୍ବର ୧୦ ର ଘଟଣା ମନରୁ ନ ଲିଭୁନୁ ପୁଣି ବମିଖଲ୍ ବ୍ରିଜ ଭୁଶୁଡ଼ି ପଡ଼ିଛି।ଏବଂ ମୃତୁ ଘଟିଛି ଜଣେ ଶ୍ରମିକ ଙ୍କ ର।

ଗୁରୁବାର ରାତ୍ରି ରେ ଘଟିଛି ଏହି ଅଘଟଣ।

ତେବେ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ପୂର୍ବ ଥର ମଧ୍ୟ ଏପରି ହୋଇଥିଲେ ମଧ୍ୟ କେତେ ସତର୍କତା ଅବଲମ୍ବନ କରାଯାଇଛି?

ସରକାର କଣ ଏବେ ବି ଏହି ନିର୍ମାଣ କର୍ତ୍ତା ଙ୍କ ଉପରେ ଭରସା କରୁଛନ୍ତି?

ରାଜଧାନୀ ର ଅବସ୍ଥା ଯଦି ଏହା ତେବେ ଓଡ଼ିଶା ର କଣ ହେବ?

ତେବେ ଦେଖିବା ଏହା ବାକି ରହିଲା ଏ ନେଇ ସରକାର ଏଥର କଣ ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *