ପାଚିଲା ଆମ୍ବ ର ଚମତ୍କାରି ଉପକାରିତା

ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦ ରେ ବି ସେତିକି ଅତୁଳନୀୟ ,ସେଥିପାଇଁ ତାକୁ ଫଳ ମାନଙ୍କର ରାଜା କୁହାଯାଏ I ଛୋଟ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କର ପ୍ରିୟ ଆମ୍ବ I ବିଶେଷ କରି ଖରାଦିନେ ପ୍ରଚୁର ପରିମାଣରେ ଆମ୍ବ ମିଳିଥାଏ I ତେବେ ଆମ୍ବ ଖାଲି ପାଟିକୁ ସ୍ୱାଦିଷ୍ଟ ଲାଗେ , ତାହା ଆମ୍ବ ର ଉପକାରିତା ଜାଣିଲେ ଆପଣ ମଧ୍ୟ ଚକିତ ହେଇଯିବେ I
ପାଚିଲା ଆମ୍ବ ରେ ବହୁ ପରିମାଣରେ ଲୋହୱ , ଭିଟାମିନ ସି ,ଶ୍ୱେତସାର , ସ୍ନେହ ସାର ଏବଂ ପୃଷ୍ଟି ସାର ଭାରି ରହିଥାଏ I
1) ଭିଟାମିନ ଏ ଅଭାବଜନିତ ଆଖି ରୋଗ ହେଇନଥାଏ I ଆମ୍ବ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ I
ଆମ୍ବ ଖାଇବା ଦ୍ୱାରା ଶରୀରରେ ଥଣ୍ଡା ଜର ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ I

2) ଆମ୍ବ ରେ ଅତି ଉଞ୍ଚ କାଲୋରି , ଥିବାରୁ ପତଳା ଲୋକମାନଙ୍କ ପାଇଁ ଓଜନ ବୃଦ୍ଧିରେ ସହାୟ ହେଇଥାଏ I

ଗୋଟିଏ ଆମ୍ବ ସହିତ ଏକ କପ୍ କ୍ଷୀର ନେଇ ସେକ୍ ବନାନ୍ତୁ ଏବଂ ସକାଳୁ ପିଅନ୍ତୁ ,ନିୟମିତ ଏପରି କରିବା ଦ୍ୱାରା ଓଜନ ବଢିଥାଏ I
3) ଗର୍ଭ ଅବସ୍ଥା ରେ ଯେଉଁ ମହିଳା ଙ୍କର ଏଆନେମିଆ ହେଇଥାଏ ତାଙ୍କ ପାଇଁ ଆମ୍ବ ବହୁତ ଉପକାରୀ ହେଇଥାଏ I

4) ବଦହଜମ କିମ୍ବା ଅଜୀର୍ଣ୍ଣ ହେଉଥିଲେ ଆମ୍ବ ଖାଇବା ଦ୍ୱାରା ସମସ୍ୟା ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *