ପୃଥିବୀ ଆଡକୁ ମାଡି ଆସୁଛି ଭୟଙ୍କର ସୌରଝଡ଼

ପୃଥିବୀ ଆଡକୁ ମାଡି ଆସୁଛି ଏକ ଭୟଙ୍କର ସୌରଝଡ , ଆଗାମୀ 48 ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ଅଛି ବୋଲି ,ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ସୂଚନା ଦେଇଛି I ମିଳିଥିବା ସୂଚନା ଅନୁଯାଇ ସୂର୍ଯ୍ୟରେ ଏକ କୋରୋନଲ ହେଇ ବିପୁଳ ପରିମାଣର ଶକ୍ତି ନିର୍ଗତ ହେବ I ଏହି ଶକ୍ତି ସିଧା ପୃଥିବୀ ସହିତ ଧକ୍କା ହେବାର ନାସା ଆକଳନ କରୁଛି । ଯଦି ଏପରି ହୁଏ ତେବେ ଏହାର ପ୍ରଭାବ ରେ ଜିପିଏସ୍‌ ନାଭିଗେସନ୍‌, ମୋବାଇଲ୍‌ ସିଗନାଲ୍‌, କେବୁଲ ନେଟ୍‌ଓ୍ବାର୍କ, ଅଚଳ ହେଇଯିବ I କିନ୍ତୁ ଏହି ସୌର ଝଡ ର ତୀବ୍ରତା କମ୍‌ ରହିବ । ତେବେ ଖୁଶିର କଥା ଭାରତ ଉପରେ ଏହାର ପ୍ରଭାବ ସେତେ ପଡ଼ିବନି , ବିଶେଷ କରି ,ଆମେରିକା ଓ ବ୍ରିଟେନ୍‌ରେ ଏହାର ଅଧିକ ପ୍ରଭାବ ପଡିବ I

Leave a Reply

Your email address will not be published. Required fields are marked *