ନିଜ ସ୍ତ୍ରୀ କଥାରେ ଚାଲିଥାନ୍ତି ଏହି ନାମ ର ସ୍ବାମୀ ମାନେ

ସବୁ ଝିଅ ମାନଙ୍କ ଇଛା ଥାଏ କି ତାଙ୍କ ସ୍ବାମୀ ତାଙ୍କ କଥା ମାନୁ,ତାଙ୍କୁ ସମ୍ମାନ ଦେଉ।ଝିଅ ମାନେ ସାଧାରଣଃ ଏହି କଥା ରେ ରାଗି ଯାଆନ୍ତି ଜେ ତାଙ୍କ ସ୍ବାମୀ ତାଙ୍କ କଥା ମାନୁ ନାହାନ୍ତି।

ତେବେ କିଛି ନାମର ସ୍ବାମୀ ମାନେ ସବୁବେଳେ ତାଙ୍କ ସ୍ତ୍ରୀ ଙ୍କ କଥା ମାନିଥାନ୍ତି।ତେବେ ଆସନ୍ତୁ ଜାଣିବା କେଉଁ ନାମର ସ୍ତ୍ରୀ ମାନେ ସର୍ବଦା ନିଜ ସ୍ବାମୀ ଙ୍କ କଥା ମାନିଥାନ୍ତି।

୧. K ନାମ ର ବ୍ୟକ୍ତି

ଏହି ନାମର ବ୍ୟକ୍ତି ମାନେ ଟିକିଏ ଜିଦିଆ ସ୍ଵଭାବ ର ଥାନ୍ତି କିନ୍ତୁ ତାଙ୍କର ଜିଦ୍ ତାଙ୍କ ସ୍ତ୍ରୀ ଙ୍କ ଆଗରେ ଆଦୌ ବି ଚାଲି ନଥାଏ।ବାହାଘର ପୁର୍ବରୁ ଏହି ଲୋକ ମାନଙ୍କର ବହୁତ୍ ଗର୍ବ ଓ ଜିଦ୍ ଥାଏ କିନ୍ତୁ ବାହାଘର ପରେ ଏହା ଜମା ବି ରହି ନଥାଏ। ସ୍ତ୍ରୀ ମାନଙ୍କ କଥାରେ ଏମାନେ ପରିଚାଳିତ ହୋଇଥାନ୍ତି।

୨. A ନାମ ଧାରୀ ବ୍ୟକ୍ତି

ଏହି ବ୍ୟକ୍ତି ମାନେ ସ୍ତ୍ରୀ ଙ୍କ ବହୁତ୍ ଦେଖା ରେଖା କରନ୍ତୁ।ନିଜ ସ୍ତ୍ରୀ କିଭଳି ଭାବରେ ଖୁସି ରେ ରହିବେ ସର୍ବଦା ସେହି ଚିନ୍ତା କରିଥାନ୍ତି।ନିଜ ସ୍ତ୍ରୀ ର ଟିକେ ବି ଦୁଃଖ କୁ ବରଦସ୍ତ୍ କରି ପାରନ୍ତି ନାହିଁ ଏହି ମାନେ।

୩.R ନାମ ଧାରୀ ବ୍ୟକ୍ତ

ଏହି ଲୋକ ମାନେ ସର୍ବଦା ନିଜ ପାର୍ଟନର ର ଖୁସି ଚାହାଁନ୍ତି।ସେମାନଙ୍କ ଜୀବନ ରେ କେବେ ବି କିଛି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ।ଯଦି ଆପଣ ବି ଖୁସି ରେ ରହିବାକୁ ଚାହୁଁଛନ୍ତି ତେବେ ଏହି ନାମ ବ୍ୟକ୍ତି ଙ୍କୁ ବିବାହ କରିପାରିବେ।

୪. P ନାମ ର ବ୍ୟକ୍ତି

ଏହି ନାମ ଧାରୀ ପୁରୁଷ ମାନେ ଜ୍ଞାନୀ ହୋଇଥାନ୍ତି।ଏମାନେ ନିଜ ପାର୍ଟନର କୁ ପାଗଳ ପରି ଭଲ ପାଇଥାନ୍ତି।ଏମାନେ ସର୍ବଦା ନିଜ ପତ୍ନୀ ଙ୍କୁ ଖୁସି ରେ ରଖନ୍ତି ଓ ତାଙ୍କୁ ଉପହାର ମଧ୍ୟ ଦିଅନ୍ତି ଖୁସି କରିବା ପାଇଁ।

ତେବେ ଏହି ନାମ ଧାରୀ ପୁରୁଷ ମାନେ ହୋଇଥାନ୍ତି ନିଜ ସ୍ତ୍ରୀ ଙ୍କ ଧ୍ୟାନ ରଖିବା ବାଲା।

Leave a Reply

Your email address will not be published. Required fields are marked *