ଦୁଇଟି ଛୋଟ ଉପାୟ: ଲୁଣ କରିବ ଧନୀ

ଏହି ଦୁଇ ଉପାୟ ଆପଣ ମାନେ ପାଳନ କଲେ ଆପଣ ଧନୀ ହେବ ଏବଂ ଘରେ ସୁଖ ଶାନ୍ତି ବ ନି ରହିବ ଘରେ ନକାରାତ୍ମକ ଚିନ୍ତାଧାରା ଦୂର ହବ

1.ଆପଣ ମାନେ ସପ୍ତାହ ରେ ଥରେ ତ ଘର ପୋଛୁଥିବେ।

ଏହି ଘର ପୋଛିବା ସମୟରେ ଆପଣ ମାନେ ଯେଉଁ ପାଣି ବ୍ୟବହାର କରୁଛନ୍ତି ସେଥିରେ ଅଳ୍ପ କିଛି ଲୁଣ ମିଶାନ୍ତୁ ଏହା ଦ୍ବାରା ଘର ସଫା ଏବଂ ଜୀବାଣୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ଘରେ ନକାରାତ୍ମକ ପ୍ରଭାବ ଦୂରେଇ ଯାଇଥାଏ।

2.ପ୍ରତି ମାସ ରେ ଦୁଇ ଥରେ ଆପଣ ମାନେ ଗାଈର ଗୋବର କୁ ଶୁଖାଇ

ସେଥିରେ ଲୋବନ୍ ଗୁଣ୍ଡ ଯାହା ଦୋକାନ ମାନଙ୍କରେ ଉପଲବ୍ଧ ଥାଏ ତାକୁ ଆଣୀ ସେଇ ଗୋବର ସହ ମିଶାଇ ନିଆଁ ଲଗେଇଦେବେ ଯେପରି ସେ ନଜଳି ଧୂଆଁ ହେଇଯିବ।

ଏହାକୁ ସନ୍ଧ୍ୟା ସମୟ ରେ କରିବେ ଯାହା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ଘରେ ଧନ ସମ୍ପତି ବଢ଼ିଥାଏ।

Leave a Reply

Your email address will not be published. Required fields are marked *