ବସ୍ ଭିତରେ ପାସେଞ୍ଜର ଙ୍କ ସାମ୍ନାରେ ନିଜର ଯୌନାଙ୍ଗ ବାହାର କରି ଯୁବତୀ ଙ୍କ ସାମ୍ନାରେ ଏ ବୃଦ୍ଧ କରିଲେ ଏପରି କାମ

ଘଟଣାଟି କଲକତା ଅଂଚଳର I ଦିନ ଦିପହରେ ଏକ ଚଳନ୍ତା ବସ୍ ଭିତରେ ସବୁ ପାସେଞ୍ଜର ଙ୍କ ସାମ୍ନାରେ ଜଣେ ବୃଦ୍ଧ ନିଜର ଯୌନାଙ୍ଗ କୁ ବାହାର କରି ଯୁବତୀ ଙ୍କ ସାମ୍ନାରେ ହସ୍ତମୈଥୁନ କରିବାକୁ ଲାଗିଲେ , ବସ୍ ମଧ୍ୟରେ ବହୁତ ଯାତ୍ରୀ ଥିଲେ ମଧ୍ୟ ବୃଦ୍ଧ ଙ୍କ ଏପରି କାର୍ଯ୍ୟକୁ କେହି ବି ବିରୋଧ କରୀ ନଥିଲେ I

ଏନେଇ ଯୁବତୀ ଜଣକ ସେ ବୃଦ୍ଧ ଙ୍କୁ କହିବାରୁ ସେ ହସିଥିଲେ ଏବଂ ନିଜ କାମରେ ଅତି ନିର୍ଲଜ ଙ୍କ ଭଳି ଲାଗିଯାଇଥିଲେ I

ଲଜ୍ୟାରେ ଯୁବତୀ ଜଣକ ବସ୍ ର କଣ୍ଡକ୍ଟର କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା , ଫଳରେ ଯୁବତୀ ଜଣଙ୍କ ନିଜ ମୋବାଇଲ ରେ ଏହି ଦୃଶ୍ୟକୁ ରେକର୍ଡିଙ୍ଗ କରି ଫେସବୁକ ରେ ଅପ୍ଲୋଡ କରିଥିଲେ l

ଯାହାକି ମାତ୍ର ଦୁଇଘଣ୍ଟା ମଧ୍ୟରେ ଭାଇରଲ ହେଇଯାଇଥିଲା I ଏହାପରେ ପୋଲିସ ବୃଦ୍ଧ ଙ୍କୁ ଗିରଫ କରିଛି I ବର୍ତମାନ ସୁଦ୍ଧା ଭିଡ଼ିଓଟିକୁ 1 crore ଦେଖିସାରିଥିବା ବେଳେ ପାଖାପାଖି 60 ହଜାର ଶେୟାର ହେଇସାରିଲାଣି I

Video credit :-Priyanja Das / viral video / Facebook

Leave a Reply

Your email address will not be published. Required fields are marked *