ଶୋଇବା ବେଳେ ରଶୁଣ କୁ ତକିଆ ତଳେ ରଖନ୍ତୁ ଆଉ ଦେଖନ୍ତୁ ଏହାର ଚମତ୍କାରୀ ଫାଇଦା

ରସୁଣ ର ଅନେକ ଚମତ୍କାରୀ ଗୁଣ ଅଛି I ରୋଷେଇ କୁ ସ୍ୱାଦିଷ୍ଟ କରିବାକୁ ରଶୁଣ ର ଆବଶ୍ୟକତା କହିବା ଅନାବଶ୍ୟକ I ଥଣ୍ଡା ସର୍ଦି ଲାଗିରହୁଥିଲେ କଞ୍ଚା ରଶୁଣ ଖାଇବା ଦ୍ୱାରା ଥଣ୍ଡା ଭଲ ହେଇଥାଏ I ରଶୁଣ କୁ ମଧ୍ୟ ପ୍ରତିଦିନ ଖାଇବା ଦ୍ୱାରା ଯୌନକ୍ରିୟା ପାଇଁ ଶକ୍ତି ଆସିଥାଏ I ତେବେ ପୂର୍ବକାଳରେ ରଶୁଣ କୁ ଭୁତ ପ୍ରେତ ଦୂରେଇବାରେ ବ୍ୟବହାର କରାଯାଏ I

ଯଦି ଆପଣ ନିଦ୍ରାହୀନତା , କିମ୍ବା କୌଣସି ଭୟଙ୍କର ସ୍ବପ୍ନ ନିୟମିତ ଦେଖୁଥାନ୍ତି

ତେବେ ରାତିରେ ଶୋଇବା ବେଳେ ୨କୁଳା ରଶୁଣ ତକିଆ ତଳେ ରଖି ସୂଅନ୍ତୁ ଏହାଦ୍ୱାରା ନକାରାତ୍ମକ ଭାବନା ଦୂର ହେଇ ସୁଖ ନିଦ୍ରା ହେବ I

ଅବଶ୍ୟ ଏହାର ବୈଜ୍ଞାନିକ କାରଣ ଅଛି , ରଶୁଣ ରେ ଜିଙ୍କ ର ପରିମାଣ ବହୁ ପରିମାଣରେ ଥାଏ ଯାହାକି ମତିଷ୍କ ଉପରେ ପ୍ରଭାବ ପକାଇଥାଏ I

ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ , ତେବେ ଏକ ଗ୍ଲାସ ଖିରରେ ଏକ ପାଖୁଡା ରଶୁଣ କୁ ଛେଚି ମିଶ୍ରଣ କରନ୍ତୁ

ଏବଂ ଏହାକୁ ଗରମ କରନ୍ତୁ I 2/3 ମିନିଟ ପରେ ଏହାକୁ ଆଣି ସେଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ , ଉତ୍ତମ ନିଦ୍ରା ହେବ I

Leave a Reply

Your email address will not be published. Required fields are marked *