ସକାଳେ ତୁଳସୀ ଗଛ ରେ ଜଳ ଦେଲା ବେଳେ ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର: ସବୁ ଇଛା ପୂରଣ ହେବ।

ଆମ ଭାରତରେ ତୁଳସୀ ଗଛକୁ ବହୁତ୍ ମହତ୍ଵ ଦିଆଯାଏ।ତୁଳସୀ ତିନି ପ୍ରକାର ପୃଷ୍ଟ ତୁଳସୀ,ଧଳା ତୁଳସୀ ଏବଂ ରାମ ତୁଳସୀ।ଏଥି ମଧ୍ୟରୁ ପୃଷ୍ଟ ତୁଳସୀ ବହୁତ୍ ମହତ୍ଵ ପୂର୍ଣ୍ଣ ହୋଇଥାଏ।ତୁଳସୀର ପ୍ରତିଦିନ ଦର୍ଶନ କରିବା ଦ୍ୱାରା ପାପ ନାଶ ହୋଇଥାଏ ଏବଂ ପୂଜା କରିବା ଦ୍ୱାରା ଶାନ୍ତି ମିଳିଥାଏ।ଘରେ ଜଟ ରେ ଭରିଥିବା ତୁଳସୀ ଗଛ ପରିବାରର ପବିତ୍ରତା ଆଉ ସମୃଦ୍ଧିର ପ୍ରତୀକ ଅଟେ। ତୁଳସୀ ଗଛରେ ଜଳ ଚଢ଼େଇବା ଦ୍ଵାରା ଏହି ବିଶେଷ ମନ୍ତ୍ର କୁ ଜପ କରିବା ଦ୍ଵାରା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ।ମନ୍ତ୍ର ଟି ହେଲା
“ମହାପ୍ରସାଦ ଜନନୀ ସର୍ବସ୍ଵଭଗ୍ୟ ,ଆଧ ବ୍ୟାଧି ହରା ନିତ୍ୟଂ ,ତୁଳସୀ ତ୍ଵଂ ନମୋସ୍ତେ ତୁ”

ସମୃଦ୍ଧି ଶହେ ଗୁଣ ବଢିଯାଏ ଏହା ସହ ରୋଗ ବ୍ୟଧିରୁ ମୁକ୍ତି ମିଳିଥାଏ। ଆପଣଙ୍କୁ ଏହି ମନ୍ତ୍ରଟି ଯେତେବେଳେ ଆପଣ ସକାଳେ ତୁଳସୀ ଗଛରେ ପାଣି ଦେଉଥାନ୍ତି ସେତେବେଳେ କଲେ ଆପଣଙ୍କ ଘର ସମୃଦ୍ଧି ହେବ ଏବଂ ଆପଣଙ୍କ ଘରୁ ରୋଗ ବ୍ୟାଧିରୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *