ଗାଈ ଉପରେ ହାତ ଆଉଁସି କୁହନ୍ତୁ ଏହି ମନ୍ତ୍ର ଓ ଦେଖନ୍ତୁ ଏହାର ଚମତ୍କାର

ଆମ ହିନ୍ଦୁ ଧର୍ମ ରେ ଗାଈ କୁ ମାତା ର ସ୍ଥାନ ଦିଆ ଯାଇଛି। କଥା ରେ ଅଛି ଯେ ଗାଈ ଦେହରେ ୩୩ କୋଟି ଦେବା ଦେବୀ ବାସ କରନ୍ତି। ଶାସ୍ତ୍ର ରେ ବର୍ଣ୍ଣନା ଅଛି ଯେ ପ୍ରତିଦିନ ଗାଈ କୁ ରୁଟି ଖାଇବାକୁ ଦେଲେ କୌଣସି ବାଧା ବିଘ୍ନ ଆସେନାହିଁ।ଓ ସମସ୍ତ ବିପତ୍ତି ଟଳି ଯାଏ।

ଏହା ଦ୍ବାରା ବଡ଼ ରୁ ବଡ ରୋଗ ଠିକ୍ ହୋଇଯାଏ ଓ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇ ଯାଏ। ତେବେ ଆସନ୍ତୁ ଜାଣିବା ଗୋ ମାତ ଙ୍କୁ ସନ୍ତୁଷ୍ଟ କରିବାକୁ ଠିକ୍ ଉପାୟ ବା ବିଧି। ପ୍ରଥମେ ଗୋ ମାତା ଙ୍କ ପାଇଁ କିଛି ବି ଖାଇବା ନେଇ ନିଜର ଡାହାଣ ହାତ ରେ ଖୁଅiନ୍ତୁ;

ଏବଂ ଗାଈ ଖାଇ ସାରିବା ପରେ ସେଇ ହାତକୁ ନେଇ ଗାଈ ଉପରେ ଆଉଁସି ଆଉନିସ୍ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ।

ଏହି ମନ୍ତ୍ର ସାତ ଥର ଜପ କରି ହାତ ଆଉଁସନ୍ତୁ। ଏପରି ୪୦ ଦିନ କରିବା ଦ୍ଵାରା ଆପଣଙ୍କ ମନରେ ଯାହା ବି ଇଛା ଥିବ ତାହା ନିଶ୍ଚୟ ଭାବରେ ପୂରଣ ହେବ।

Leave a Reply

Your email address will not be published. Required fields are marked *