ଘୋର କଳିକାଳ: ଜନ୍ମ କଲା ମା’ ଙ୍କୁ ପୁଅର ଦୁଷ୍କର୍ମ ଉଦ୍ୟମ

ଘୋର ଲଜ୍ୟା ; ସମ୍ପର୍କ ର ସବୁ ସୀମା ଟପିଗଲା ପୁଅ , ନିଜ ଜନ୍ମ କଲା ମା କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛି ବଡ ପୁଅ I ଘଟଣା ଟି ଉତ୍ତରପ୍ରଦେଶର ଶାହଜହାନ୍‌ପୁର୍‌ର I ମିଳିଥିବା ସୂଚନା ଅନୁଯାଇ ପୀଡିତା ମହିଳାଙ୍କ ର ଦୁଇଟି ପୁଅ ଏବଂ ସ୍ୱାମୀ ଅଛନ୍ତି I ଘଟଣା ଦିନ ବଡ ପୁଅ ମଦ ପି ନିଶାରେ ଚୁର ହେଇ ଘରକୁ ଆସିଥିଲା I
ଏହାକୁ ନେଇ ମହିଳା ଜଣଙ୍କ ନିଜ ପୁଅକୁ ପାଟି କରିଥିଲେ ଏବଂ ଆଗକୁ ଏପରି ମଦ ପି ଘରକୁ ନଆସିବାକୁ ବୁଝାଇଥିଲେ I କିନ୍ତୁ ନିଶାରେ ଥିବା ପୁଅ ଜଣଙ୍କ ମା ର ଶାଢ଼ୀ ଭିଡି ଓଟାରି ଉଲଗ୍ନ କରି ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା I ଲଜ୍ୟା ରେ ମହିଳା ଜଣଙ୍କ ଚିତ୍କାର କରିବାରୁ ଅନ୍ୟ ପୁଅ ଆସି ମା କୁ ଉଦ୍ଧାର କରି ଥାନାରେ ଏତଲା ଦେଇଥିଲା ଏବଂ ପୋଲିସ ଗିରଫ କରିଛି ଅଭିଯୁକ୍ତ ପୁଅ କୁ I

Leave a Reply

Your email address will not be published. Required fields are marked *