ଜୁନ ରେ ହେବ ରାଉରକେଲା ଓ ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ

ଏହି ଜୁନ ରେ ହୋଇପାରେ ରାଉରକେଲା ଓ ଝାରସୁଗୁଡ଼ା ବିମାନ ବନ୍ଦର ର ଉଦଘାଟନ। ଏଥିପାଇଁ ଆସନ୍ତା ମେ ୨୩ ଓ ୨୪ ତାରିଖ ରେ କେନ୍ଦ୍ର ପ୍ରତିନିଧି ଦଳ ଓଡ଼ିଶା ଆସିବେ ଓ ତାଙ୍କର ରିପୋର୍ଟ କୁ ଅନୁଧ୍ୟାନ କରି ନିଷ୍ପତି ନିଆଯିବ।

ଆଜି ସଚିବାଳୟ ରେ ଆଦିତ୍ୟ ପ୍ରସାଦ ପାଢ଼ୀ ଓ କେନ୍ଦ୍ର ବେ ସାମରିକ ବିମାନ ର ଯୁଗ୍ମ ସଚିବ ଉଷା ପାଢ଼ୀ ଙ୍କ ଉପସ୍ଥିତି ରେ ଏହି ସମ୍ପର୍କ ରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *