ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଏ ବି ଡିଭିଲିୟର

ସାଉଥ୍ ଆଫ୍ରିକା କ୍ରିକେଟ୍ ଜଗତକୁ ଲାଗିଛି ଏକ ଶକ୍ତ ଝଟକା। ନିଜେ ଏ ବି ନିଜ Twitter ମାଧ୍ୟମରେ tweet କରି ଏହା ବିଷୟରେ ଅବଗତ କରାଇଛନ୍ତି।

ଏ ବି ଏକ ଭିଡ଼ିଓ ମେସଜ୍ ମାଧ୍ୟମରେ ଏହି ଖବର ନିଜର ଅନୁଗାମୀ ମାନଙ୍କୁ ଜଣାଇଛନ୍ତି।

ତେବେ ଏ ନେଇ ସେ ଜଣାଇଛନ୍ତି ଯେ ସେ ଖେଳିବାର ଅନ୍ତ କରି ଅବସର ନେବାର ସମୟ ଆସିଯାଇଛି, ସବୁ କିଛି ର ଦିନେ ଅନ୍ତ ଘଟିଥାଏ। ଆଉ ସାଉଥ୍ ଆଫ୍ରିକା ସମେତ ସାରା ବିଶ୍ବ ର ଫ୍ୟ ନ ମାନଙ୍କୁ ଧନ୍ୟବାଦ୍ ହେଇଛନ୍ତି ସେମାନଙ୍କର ଭଲ ପାଇବା ପାଇଁ।

ଏବଂ ସେ ଘରୋଇ କ୍ରିକେଟ ଖେଳି ପାରନ୍ତି କିନ୍ତୁ ଆନ୍ତର୍ଜତୀୟ କ୍ରିକେଟ୍ ରୁ ସମ୍ପୂର୍ଣ୍ଣ ଭାବରେ ଅବସର ନେଲେ।

ଏ ନେଇ ଆଇ ସି ସି ମଧ୍ୟ tweet କରି ଜଣାଇଛି।

ତେବେ ପ୍ରକାଶ ଥାଉ କି ଏ ବି ୨୦୦୪ ରେ ଈଂଲଣ୍ଡ ବିରୁଦ୍ଧ ରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ।

ଏ ପର୍ଯ୍ୟନ୍ତ ସେ ସାଉଥ୍ ଆଫ୍ରିକା ପାଇଁ ୮୭୬୫ ଟେଷ୍ଟ, ୯୫୭୭ ଦିନିକିଆ ଓ ୧୬୭୭ ଟି ତ୍ୱେଣ୍ଟି ଖେଳିଛନ୍ତି।

ନିଜର ୧୧୪ ଟି ଟେଷ୍ଟ ଖେଳିଥିବା କ୍ୟରିଆୟ ରେ ସେ ୨୨ ଶତକ ଓ ୪୬ ଅର୍ଦ୍ଧ ଶତକ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *