ରୋଗୀ ଙ୍କ ସେବା କରୁ କରୁ ନିପା ଭୁତାଣୁ ନେଇଗଲା ନର୍ସ ଙ୍କ ଜୀବନ:ଛାଡ଼ି ଗଲେ କୋହ ଭରା ଚିଠି

ବାଦୁଡି ମାନଙ୍କ ଠାରୁ ଆସୁଥିବା ଏହି ନୀପା ଭୁତାଣୁ ରେ ଅନେକ ଲୋକ ସଂକ୍ରମିତ ହୋଇ ଜୀବନ ଦେଇ ସାରିଲେଣି।ତେବେ ଏହି ସଂକ୍ରମିତ ଲୋକଙ୍କ ଙ୍କ ସେବା କରି କରି ଚାଲିଯାଇଛି ଏହି ନିରୀହ ନର୍ସ ଙ୍କ ଜୀବନ।

ଘଟଣା ଟି ହେଉଛି କେରଳ ସ୍ଥିତ ଥିରୁଭାନନ୍ତପୁ ର।

ନିପା ଭୁତାଣୁ ର ଶିକାର ହୋଇଥିବା ଲୋକ ମାନଙ୍କ ସେବା କରୁ କରୁ ସଂକ୍ରମିତ ହୋଇଥିଲେ ସେ।

ତେବେ ସବୁଠାରୁ ଦୁଃଖ ର କଥା ହେଉଛି ଯେ ମୃତ୍ୟୁ ର ପୁର୍ବରୁ ସେ ଥରେ ବି ନିଜର ସ୍ବାମୀ ଅଥବା ପିଲା ଙ୍କୁ ଦେଖି ପାରିନଥିଲେ କାରଣ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ପରିବାର କୁ ରୋଗ ନ ହେଇ ଯାଉ ଏଥିପାଇଁ ଡରୁଥିଲେ ସେ।

ଏଥି ପାଇଁ ଗୋଟେ ଚିଠି ଛାଡ଼ି ଯାଇଥିଲେ ପରିବାର ପାଇଁ। ଯେଉଁଥିରେ ଲେଖିଥିଲେ ଯେ

ମୋତେ ଲାଗୁଚି ମୁଁ ଆଉ ତମ ମାନଙ୍କୁ ଦେଖି ପାରିବି ନାହିଁ,ଆଉ ଆମ ପିଲା ମାନଙ୍କ ଯତ୍ନ ନେବା।

ତେବେ ସୂଚନା ଥାଉ ଜେ ନିପ ରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ମୃତ୍ୟୁ ବରଣ କରିସାରିଲେଣି।

Leave a Reply

Your email address will not be published. Required fields are marked *