ନିପା ଭୁତାଣୁ କୁ ଦମନ ପାଇଁ ଅଷ୍ଟ୍ରେଲିଆ ର ସାହାଯ୍ୟ ମାଗିଲା ଭାରତ

କେରଳ ରେ ନିପା ଭୁତାଣୁ ଯେପରି ଦିନକୁ ଦିନ ବଢ଼ିବାରେ ଲାଗିଛି ତାହାର ଦମନ ପାଇଁ icmr ଅର୍ଥାତ୍ ଭାରତୀୟ ମେଡିକାଲ୍ ରିସର୍ଚ୍ଚ କର୍ତ୍ତୃପକ୍ଷ ଅଷ୍ଟ୍ରେଲିଆ ରେ ପ୍ରସ୍ତୁତ ଥିବା ଏକ ଅନ୍ତିବଡ଼ି କୁ ଆଣି ତାହା ନିପା ଭୁତାଣୁ କୁ ଦମନ କରିପାରୁଛି କି ନାହିଁ ପରୀକ୍ଷା କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି।

ଅଷ୍ଟ୍ରେଲିଆ ରେ ପ୍ରସ୍ତୁତ ଥିବା ଅନ୍ତିବଡ଼ି(antibody) କୁ ଏ ଯାବତ୍ ମଣିଷ ଦେହରେ କେବେ ପରୀକ୍ଷା କରାଯାଇନାହିଁ।

ଅଷ୍ଟ୍ରେଲିଆ ରେ ଏହି antibody କୁ କେବଳ ଟେଷ୍ଟ ଟ୍ୟୁବ୍ ରେ ପରୀକ୍ଷା କରାଯାଇଛି ଏବଂ ଏହି ପରୀକ୍ଷଣ ରେ ଏହା ସଫଳ ହୋଇଛି।ତେବେ ମଣିଷ ପାଇଁ ଏହା କେତେ ଦୂର ସଫଳ ହେବ ତାହା ବର୍ତମାନ ସୁଦ୍ଧା ଜଣା ଯାଇନାହିଁ।

Leave a Reply

Your email address will not be published. Required fields are marked *