ତୈଳ ଦର ବୃଦ୍ଧି ପ୍ରତିବାଦ ରେ କଂଗ୍ରେସ ର ‘ଚକ ବନ୍ଦ’ ଆସନ୍ତା କାଲି:ଓଡ଼ିଶା ବନ୍ଦ ଖୁବ୍ ଶୀଘ୍ର

ଦିନକୁ ଦିନ ଯେପରି ଭାବରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ତାହାର ପ୍ରତିବାଦ ରେ କଂଗ୍ରେସ କଟକ ଓ ଭୁବନେଶ୍ୱରରେ ଜୁନ ୪ ତାରିଖ ରେ ଚକ ବନ୍ଦ ପାଳନ କରିବାକୁ ଯାଉଚି।

ତେବେ ଏହି ସମୟରେ ବିଜେଡ଼ି ମହାନଦୀ ପ୍ରସଙ୍ଗ କୁ ନେଇ ବ୍ୟସ୍ତ,ଓ ବିଜେପି ର ମୋଦି ମଧ୍ୟ ଆସି ଏହା ଉପରେ କୌଣସି ଆଲୋକ ପାତ କଲେ ନାହିଁ। ତେଣୁ ଏହି ସମୟରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବର୍ଷି ଚନ୍ତି ସରକାର ଙ୍କ।ଉପରେ।

ତେବେ ଗତ କାଲି କଂଗ୍ରେସ ଭବନ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ଜୁନ ୪ ତାରିଖ ରେ କଟକ ଓ ଭୁବନେଶ୍ୱରରେ ଚକ ବନ୍ଦ ପାଳନ କରିବାକୁ ଯାଉଚି।

ସୋମବାର ଦିନ ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଚକା ବନ୍ଦ ଆହ୍ବାନ ଦେଇଛି କଂଗ୍ରେସ। ଏ ନେଇ ଯାନ ବହନ ବ୍ୟବହାର କରୁଥିବା କଟକ ଓ ଭୁବନେଶ୍ୱର ର ବାସି ମାନଙ୍କର ସହଯୋଗ କାମନା କରିଛି କଂଗ୍ରେସ।

Leave a Reply

Your email address will not be published. Required fields are marked *