ଲେମ୍ବୁ ର ଏହି ଉପାୟ ଟି ଚୁପ ଚାପ୍ କରନ୍ତୁ: ଆଉ ଦେଖନ୍ତୁ କିପରି ଆସୁଛି ଧନ

ଆଜିକାଲି ଟଙ୍କା ସମସ୍ତଙ୍କୁ ଦରକାର।ଯଦି ଆମେ କିଛି ଆଶା କରିବା ତ ତାହା ଟଙ୍କା ମଧ୍ୟରେ ପୂରଣ ହୋଇପାରିବ।ଜୀବନର ପୁରା ଆନନ୍ଦ ଟଙ୍କା ରୁ ହିଁ ମିଳିପାରିବ।

ଏମିତିରେ ଯଦି ଆପଣ ଟଙ୍କା କମେଇବାକୁ ଚାହୁଁଛନ୍ତି ତ ଆଜି ହିଁ ଏହି ଉପାୟକୁ ଆପଣା ନ୍ତୂ।ଯଦି ଆପଣ ଅଧିକ ପରିଶ୍ରମ କରୁଛନ୍ତି ଆଉ ତା ପରେ ବି ଫଳ ମିଳୁନାହିଁ କିମ୍ବା ଭାଗ୍ୟ ଆପଣଙ୍କ ସାଥୀ ଦେଉନାହିଁ ।ଶାସ୍ତ୍ରରେ କେତେ ପ୍ରକାର ଉପାୟ କୁହାଯାଉଛି ଯାହାକୁ କରିବା ଦ୍ଵାରା ଆପଣ ନିଜ ଜୀବନକୁ ସଫଳ ବନେଇବେ।

କେତେଥର ଏମିତି ହୋଇଥାଏ କି ଆପଣ ବହୁତ୍ ପରିଶ୍ରମ କରିବାପରେ ବି ଆମକୁ ଫଳ ମିଳିନଥାଏ ଏହାର କାରଣ ଆମର ଭାଗ୍ୟ ଆମ ସାଥୀ ଦେଉନାହିଁ ।ଶାସ୍ତ୍ରରେ କରାଯାଉଥିବା ଏହି ଉପାୟକୁ ଥରେ କରନ୍ତୁ।ଯେଉଁ ମାନେ ଶାସ୍ତ୍ରକୁ ମାନିଥାନ୍ତି ଭଗଵାନ ଙ୍କ ଆରାଧନା କରିଥାନ୍ତି ଆଉ ଅଧିକ ପରିଶ୍ରମ କରିଥାନ୍ତି ସେମାନଙ୍କୁ ସଫଳ ହେବାକୁ କେହି ରୋକିପରିବେ ନାହିଁ।କାରଣ ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯାହା ଅସମ୍ଭବ କାମ କୁ ବି ସମ୍ଭବ କରିପାରିବ।

ଏହି ଉପାୟ ପାଇଁ ସର୍ବପ୍ରଥମ ଗୋଟେ ଲେମ୍ବୁ ନେବା ଆବଶ୍ୟକ।ଲେମ୍ବୁ ଏକ ଦମ୍ ସଫା ଥିବା ଦରକାର।

ସେଥିରେ କିଛି ଦାଗ ନଥିବା ଦରକାର।ଏହି ଉପୟକୁ ଆପଣ ରାତି 8 ଟା ପରେ ହିଁ କରିବେ।ଏହି ଉପୟାକୁ କରିବାପାଇଁ କିଛି ବିଶେଷ ଦିନ ନାହିଁ।ଏହି ଉପାୟକୁ କେଉଁ ବି ଦିନ କରିପାରିବେ। ବାସ୍ ଆପଣଙ୍କୁ ଗୋଟେ ଲେମ୍ବୁ ନେବାର ଅଛି ଆଉ ନିଜ ଉପରେ 7ଥର ବୁଲେଇବାର ଅଛି। ତା ପରେ ଆପଣ ଏହାକୁ ସମାନ 4ଭାଗରେ କରିଦେବାର ଅଛି।

4ଭାଗ କଲା ପରେ ଆପଣ ବାହାରକୁ ଯାନ୍ତୁ ଯେଉଁଠି କେହି ବି ନଥିବେ।ସେଥିପାଇଁ ଏହି ଉପାୟାକୁ ରାତି ସମୟରେ ହିଁ କରାଯାଏ।ସେହି ଜାଗା କୁ ଗଲାପରେ ଲେମ୍ବୁର ଗୋଟେ ଗୋଟେ ଭାଗକୁ 4ଦିଗକୁ ଫୋପାଡି ଦିଅନ୍ତୁ।

ତାପରେ ଘରକୁ ଆସିଯିବେ।ଘରକୁ ଆସିବା ସମୟରେ ଆଉ ଗୋଟେ କଥା ର ଧ୍ୟାନ ରଖିବେ କି ଆପଣ ପଛକୁ ବୁଲିବେ ନାହିଁ।ଯଦି ଆପଣ ପଛକୁ ବୁଲିକି ଦେଖିବେ ତ ଆପଣଙ୍କୁ ଏହାର ଫଳ ମିଳିବ ନାହିଁ।ସେଥିପାଇଁ ପଛକୁ ନଚାହିଁ ସିଧା ଘରକୁ ଆସିବେ।ଏହି ଉପଯାକୁ ଚୁପ୍ ଚାପ୍ କରନ୍ତୁ ଆପଣଙ୍କୁ ଫଳ ନିଶ୍ଚୟ ମିଳିବ।

One Comment on “ଲେମ୍ବୁ ର ଏହି ଉପାୟ ଟି ଚୁପ ଚାପ୍ କରନ୍ତୁ: ଆଉ ଦେଖନ୍ତୁ କିପରି ଆସୁଛି ଧନ”

Leave a Reply

Your email address will not be published. Required fields are marked *