ଜୁନ ୯ ରେ ଆସିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ

CHSE ଦ୍ଵାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ର ଫଳ ଜୁନ ୯ ସମୟ ୧୦.୩୦ ମିନିଟ୍ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଉନ୍ମୋଚନ କରିବେ।ଏହା ପରେ ପରେ ଛାତ୍ର ଛାତ୍ରୀ ମାନେ ନିଜର ଫଳ

Chseodisha.nic.in କିମ୍ବା orissaresults.nic.in ରୁ ଦେଖି ପାରିବେ। ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉଭୟ ରୋଲ୍ ନମ୍ୱର୍ ଓ ରେଜିଷ୍ଟ୍ରେସନ୍ ନମ୍ବର ଦରକାର। ଏହି ଦୁଇଟି ରୁ କୌଣସି ଗୋଟିଏ ବିନା ଫଳ ଦେଖି ହେବ ନାହିଁ।

ତେବେ ପ୍ରକାଶ ଥାଉ ଯେ ଗତ ମେ ୧୯ ରେ ବିଜ୍ଞାନ ର ପରୀକ୍ଷା ଫଳ ବାହାରିଥିଲା।

Leave a Reply

Your email address will not be published. Required fields are marked *